୨୪ ଘଣ୍ଟାରେ ପ୍ରବଳ ବର୍ଷିବ ବର୍ଷା

Spread the love

ରାଜ୍ୟରେ ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ସକ୍ରିୟ, ଜାରି ରହିଛି ବର୍ଷା । ୨୪ ଘଣ୍ଟା ମଧ୍ୟରେ କନ୍ଧମାଳ, ଗଞ୍ଜାମ ଓ ଗଜପତିରେ ପ୍ରବଳ ବର୍ଷା ସମ୍ଭାବନା । ଅନ୍ୟ ୨୫ ଜିଲ୍ଲାକୁ ଘଡ଼ଘଡ଼ି ସହ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି । ୨୬ ତାରିଖ ପର୍ଯ୍ୟନ୍ତ ଲାଗି ରହିବ ଘଡ଼ଘଡ଼ି ସହ ହାଲୁକା ବର୍ଷା ।

Leave a Reply

Your email address will not be published. Required fields are marked *