୧ ଜୁନ୍ ରୁ ୨୬ ଜୁଲାଇ ସୁଦ୍ଧା ୪୨୫.୮ ମି.ମି. ବର୍ଷା ରେକର୍ଡ଼ : ୧୩ ଜିଲ୍ଲାରେ ନିଅଣ୍ଟିଆ, ୨ ଜିଲ୍ଲାରେ ଅତ୍ୟଧିକ,୧୫ ଜିଲ୍ଲାରେ ସ୍ଵାଭାବିକ୍ ବର୍ଷା

Spread the love

ଭୁବନେଶ୍ଵର : ଚଳିତ ମୌସୁମୀ ଋତୁରେ, ୧ ଜୁନ୍ ରୁ ୨୬ ଜୁଲାଇ ସୁଦ୍ଧା ୪୨୫.୮ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଯାହାକି ଏହି ସମୟରେ ସ୍ଵାଭାବିକ୍ ବର୍ଷା ୪୮୯.୦ ମି.ମି ରହିଥାଏ । ଏହି ଅବଧି ମଧ୍ୟରେ ୧୩ ଜିଲ୍ଲାରେ ନିଅଣ୍ଟିଆ, ଦୁଇ ଜିଲ୍ଲାରେ ଅତ୍ୟଧିକ ଏବଂ ଅନ୍ୟ ୧୫ ଜିଲ୍ଲାରେ ସ୍ଵାଭାବିକ୍ ବର୍ଷା ରେକର୍ଡ ହୋଇଛି । ଭୁବନେଶ୍ଵର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *