ବିପର୍ଯ୍ୟୟ ଘୂର୍ଣ୍ଣିବଳୟ : ମହାରାଷ୍ଟ୍ର ପାଇଁ ୧୨ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ, ମତ୍ସଜୀବିମାନେ ସମୁଦ୍ରକୁ ନଯିବାକୁ ଚେତାବନୀ

Spread the love

ମୁମ୍ବାଇ : ଆରବ ସାଗରରେ ସୃଷ୍ଟି ହୋଇଥିବା ସାଇକ୍ଲୋନ ବିପର୍ଯ୍ୟୟ ଧିରେ ଧିରେ ତୀବ୍ର ହେବାରେ ଲାଗିଛି ଏବଂ ଆଗାମୀ ୧୨ ଘଣ୍ଟା ମଧ୍ୟରେ ଏହା ଏକ ଭୟଙ୍କର ରୂପ ନେବ । ଏଭଳି ପରିସ୍ଥିତିରେ ମହାରାଷ୍ଟ୍ର ପାଇଁ ଏହି ୧୨ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ ହେବ । ଏହା ପରେ ଏହି ଘୂର୍ଣ୍ଣିବଳୟ ସୌରାଷ୍ଟ୍ର-କଚ୍ଛ ଉପକୂଳରେ ପହଂଚିବ ।

ପାଣିପାଗ ବିଭାଗର ଡକ୍ଟର ଆନନ୍ଦ କୁମାର ଦାସ ସୋମବାର କହିଛନ୍ତି ଯେ, ସାଇକ୍ଲୋନ ବିପର୍ଯ୍ୟୟ ବର୍ତମାନ ମଧ୍ୟରେ ଆରବ ସାଗରରେ ତଥା ସମୁଦ୍ରର ଉତର-ପୂର୍ବ ଭାଗରେ ସକ୍ରିୟ ଅଛି ଏବଂ ଏହା ଶୀଘ୍ର ତୀବ୍ର ହେବ । ଏହା ପରେ ଏହା ଉତର ଆଡ଼କୁ ଗତି କରିବ । ଜୁନ୍ ୧୫ ତାରିଖ ସକାଳେ ସୌରାଷ୍ଟର କୁଚ୍ ଉପକୂଳରେ ପହଞ୍ଚିବ । ତା ପରେ ଜୁନ୍ ୧୫ର ଅପରାହ୍ନରେ ଏହା ସୌରାଷ୍ଟ୍ରରୁ ଆଗକୁ ଯାଇ ଜାକାଉ ବନ୍ଦରକୁ ଧକ୍କା ଦେବ ।

Leave a Reply

Your email address will not be published. Required fields are marked *