ଆଜି ଦିନ ୧୧ ଟା ୩୦ ସୁଦ୍ଧା ରାଜ୍ୟର ପୁରୀରେ ସର୍ବାଧିକ ୮୦ ପ୍ରତିଶତ ଆଦ୍ରତା ରେକର୍ଡ଼

Spread the love

ଭୁବନେଶ୍ଵର : ଆଜି ଦିନ ୧୧ଟା ୩୦ ସୁଦ୍ଧା ରାଜ୍ୟର ପୁରୀରେ ସର୍ବାଧିକ ୮୦ ପ୍ରତିଶତ ଆଦ୍ରତା ରେକର୍ଡ଼ ହୋଇଛି । ସେହିପରି ଗୋପାଳପୁରରେ ୭୨ ପ୍ରତିଶତ, ପାରାଦୀପରେ ୭୦ ପ୍ରତିଶତ, ଚାନ୍ଦବାଲିରେ ୬୬ ପ୍ରତିଶତ, ଭୁବନେଶ୍ଵରରେ ୬୪ ପ୍ରତିଶତ, ବାଲେଶ୍ୱରରେ ୫୬ ପ୍ରତିଶତ, କେନ୍ଦୁଝରରେ ୪୬ ପ୍ରତିଶତ, ଝାରସୁଗୁଡ଼ାରେ ୨୭ ପ୍ରତିଶତ, ସମ୍ବଲପୁରରେ ୨୬ ପ୍ରତିଶତ ଏବଂ ହୀରାକୁଦରେ ୨୯ ପ୍ରତିଶତ ଆଦ୍ରତା ରେକର୍ଡ଼ ହୋଇଛି । ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *