ଗତ ୨୪ ଘଣ୍ଟାରେ ରାଜ୍ୟରେ ହାରାହାରି ୬.୪ ମି.ମି. ବର୍ଷା ରେକର୍ଡ :କୋରାପୁଟ ଜିଲ୍ଲାର କୋଟପାଡ଼ ବ୍ଲକରେ ସର୍ବାଧିକ ୭୪.୦ ମି.ମି. ବର୍ଷା ରେକର୍ଡ଼

Spread the love

ଭୁବନେଶ୍ଵର : ମୌସୁମୀ ସ୍ଵାଭାବିକ ସହ ଗତ ୨୪ ଘଣ୍ଟାରେ ରାଜ୍ୟରେ ହାରାହାରି ୬.୪ ମି.ମି. ବର୍ଷା ରେକର୍ଡ କରାଯାଇଛି । ରାଜ୍ୟରେ ହାରାହାରି ବୃଷ୍ଟିପାତ ୧ ଜୁଲାଇରୁ ୨୫ ଜୁଲାଇ ମଧ୍ୟରେ ୨୪୯.୬ ମି.ମି. ରହିଛି । ଯାହାକି ଜୁଲାଇ ମାସରେ ସ୍ଵାଭାବିକ୍ ବର୍ଷା ହାରାହାରି ୩୩୯.୯ ମି.ମି. ରହିଥାଏ ।

ଗତ ୨୪ ଘଣ୍ଟା ମଧ୍ୟରେ କୋରାପୁଟ ଜିଲ୍ଲାର କୋଟପାଡ଼ ବ୍ଲକରେ ସର୍ବାଧିକ ୭୪.୦ ମି.ମି. ବର୍ଷା ରେକର୍ଡ଼ ହୋଇଥିବା ପାଣିପାଗ ବିଭାଗ ସୂତ୍ରରୁ ପ୍ରକାଶ ।

Leave a Reply

Your email address will not be published. Required fields are marked *