ଜାତୀୟ

ଗତ ୯ ବର୍ଷ ଭବିଷ୍ୟନ୍ମୁଖୀ ସଂସ୍କାରର ସାକ୍ଷୀ ରହିଛି, ଯାହାଦ୍ୱାରା ବ୍ୟବସାୟ ଅନୁକୂଳ ପରିବେଶ ଗଢି ଉଠିଛି : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ସଂସ୍କାରମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ଆଲେଖ୍ୟ, ଗ୍ରାଫିକ୍ସ, ଭିଡିଓ ଓ ସୂଚନା ଶେୟାର କରିଛନ୍ତି ଯାହା କେବଳ ବ୍ୟବସାୟ ଅନୁକୂଳ ପରିବେଶକୁ ସମୃଦ୍ଧ କରିନାହିଁ ବରଂ ଯୁବପୀଢିଙ୍କ ମଧ୍ୟରେ ଉଦ୍ୟୋଗୀ ଭାବନାକୁ ପ୍ରୋତ୍ସାହିତ କରିଛି ।

ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି; “ଗତ ୯ ବର୍ଷ ଭବିଷ୍ୟନ୍ମୁଖୀ ସଂସ୍କାରର ସାକ୍ଷୀ ରହିଛି, ଯାହାଦ୍ୱାରା କେବଳ ବ୍ୟବସାୟ ଅନୁକୂଳ ପରିବେଶ ସମୃଦ୍ଧ ହୋଇନାହିଁ ବରଂ ଯୁବପୀଢିଙ୍କ ମଧ୍ୟରେ ଉଦ୍ୟୋଗୀ ଭାବନାକୁ ପ୍ରୋତ୍ସାହନ ମିଳିଛି । ବିକାଶ ଓ ନବସୃଜନକୁ ପ୍ରୋତ୍ସାହିତ କରିବାକୁ ଆମେ ଏହି ଦିଗରେ କାମ କରିଚାଲିବୁ ।

Related Articles

Leave a Reply

Your email address will not be published.

Back to top button