ଦୀଲ୍ଲିରେ ବଢିଲା ସିଏନଜି ଦର

Spread the love

ନୂଆଦିଲ୍ଲୀ: ଦିଲ୍ଲୀରେ ବଢିଲା ସିଏନଜି ଗ୍ୟସ ଦର। ଦିଲ୍ଲୀରେ ସିଏନଜି ଦର କେଜି ପ୍ରତି ୩ ଟଙ୍କା ବୃଦ୍ଧି ପାଇଛି। ଦର ବଢିବା ପରେ ସିଏନଜି କିଲୋ ପିଛା ୭୮.୬୧ ଟଙ୍କାରେ ପହଞ୍ଚିଛି। ଗୁରୁଗ୍ରାମରେ ସିଏନଜି କିଲୋ ପିଛା ୮୬.୯୪ରେ ପହଞ୍ଚିଛି। ନୋଏଡ଼ା, ଗ୍ରେଟର ନୋଏଡ଼ା, ଗାଜିଆବାଦରେ ୭୬.୬୧ ଟଙ୍କାରେ ପହଞ୍ଚିଛି।

Leave a Reply

Your email address will not be published. Required fields are marked *