ଓଡ଼ିଶାର ସମସ୍ତ ଶୈବ ପୀଠରେ ନିଷେଧ ହେବ ଗଂଜେଇ ବ୍ୟବହାର

Spread the love

ଭୁବନେଶ୍ୱର : ଓଡ଼ିଶାର ସମସ୍ତ ଶୈବ ପୀଠରେ ଗଂଜେଇ ବ୍ୟବହାର ନିଷେଧ ହେବ । ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଏନେଇ ସମସ୍ତ ଜିଲ୍ଲା ର ଜିଲ୍ଲପାଳ ଓ ଏସପି ଙ୍କୁ ଚିଠି ଲେଖିଛି ।

ମିଳିଥିବା ସୂଚନା ଅନୁସାରେ ବିଭିନ୍ନ ଶୈବ ପୀଠ ମାନଙ୍କ ରେ ଗଂଜେଇ ବ୍ୟବହାର ନିଷିଦ୍ଧ ପାଇଁ ଆବଶ୍ୟକ ପଦକ୍ଷେପ ନେବା ପାଇଁ ଅନୁରୋଧ କରାଯାଇଛି । ଓଡ଼ିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ର ନିର୍ଦେଶକ ଏନେଇ ରାଜ୍ୟ ର ସମସ୍ତ ଜିଲ୍ଲା ର ଜିଲ୍ଲାପାଳ ଓ ଏସପି ଙ୍କୁ ଚିଠି ଲେଖିଛନ୍ତି ।

Leave a Reply

Your email address will not be published. Required fields are marked *