Shila Ray
- Jan- 2023 -27 Januaryଅପରାଧ
ପ୍ରେମ ସମ୍ପର୍କକୁ ନେଇ ଝିଅକୁ ହତ୍ୟା
ମୁମ୍ବାଇ: ମେଡିକାଲ ପଢୁଆ ଝିଅ ପ୍ରେମ କରିବାରୁ ବାପା, ଭାଇ ଓ ପରିବାରର ଅନ୍ୟ ପୁରୁଷ ସଦସ୍ୟ ମିଶି ଝିଅକୁ ହତ୍ୟା କରିବା ସହ ଜାଳିଦେଇଛନ୍ତି। ମହାରାଷ୍ଟ୍ରର…
Read More » - 27 Januaryଜାତୀୟ
କୁକୁର କାମୁଡାରେ ୮୦ରୁ ଅଧିକ ଆହତ
ଭୋଜପୁର: ବିହାରର ଆରହ ହସ୍ପିଟାଲକୁ ଆସିଛି ୮୦ରୁ ଅଧିକ କୁକୁର କାମୁଡା ମାମଲା। ଗୁରୁବାର ଦିନ ଆରହ ହସ୍ପିଟାଲକୁ ବହୁ ଲୋକ କୁକୁର କାମୁଡାର ଶିକାର ହୋଇ…
Read More » - 27 Januaryଅପରାଧ
ପିଲାଙ୍କ ରୋଗ ନେଇ ସୂଚନା ପରେ ମିଳିଲା ପରିବାରର ୪ ମୃତଦେହ
ଭୋପାଳ: ବିଜେପିର ପୂର୍ବତନ କର୍ପୋରେଟର ଓ ତାଙ୍କ ପତ୍ନୀ ଦୁଇ ସନ୍ତାନଙ୍କ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା ପୂର୍ବରୁ ବିଜେପି ନେତା ଟ୍ବିଟ…
Read More » - 27 Januaryଜାତୀୟ
ଭାରତ ଯୋଡ ଯାତ୍ରାରେ ସାମିଲ ହେଲେ ଜମ୍ମୁର ପୂର୍ବତନ ମୁଖ୍ୟମନ୍ତ୍ରୀ
ବନିହାଲ: ଶୁକ୍ରବାର ଜମ୍ମୁ କାଶ୍ମୀରର ବନିହାଲରୁ ଭାରତ ଯୋଡ ଯାତ୍ରା ବାହାରିବା ପରେ ଏଥିରେ ସାମିଲ ହୋଇଥିଲେ ଜମ୍ମୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମର ଅବ୍ଦୁଲ୍ଲା। ଏହି ଅବସରରେ…
Read More » - 27 Januaryକୋର୍ଟ
ଫେବୃଆରୀ ୩ରେ ଦିଲ୍ଲୀ ମେୟର ନିର୍ବାଚନ ଉପରେ ଶୁଣାଣି
ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟିର ମେୟର ପ୍ରାର୍ଥୀ ସେଲି ଓବେରଏଙ୍କ ଦ୍ବାରା ମେୟର ନିର୍ବାଚନ ସମୟ ମଧ୍ୟରେ କରିବା ଦାବି ନେଇ ହୋଇଥିବା ଆବେଦନକୁ ଗ୍ରହଣ କରିବା…
Read More » - 27 Januaryଜାତୀୟ
ବିଶ୍ୱର ତୃତୀୟ ଧନୀ ଆଦାନୀଙ୍କୁ ଲାଗିଛି ବଡ଼ ଝଟକା!
() ଷ୍ଟକ ମାନିପୁଲେସନ ଓ ଆକାଉଣ୍ଟିଂ ଫ୍ରଡ ଲାଗି ବିଶ୍ୱର ତୃତୀୟ ଧନୀ ଆଦାନୀଙ୍କୁ ଲାଗିଛି ବଡ଼ ଝଟକା। ଆଦାନି ଗ୍ରୁପର ସେୟାର ବହୁ ତଳକୁ ଖସିଯାଇଛି।…
Read More » - 26 Januaryଜାତୀୟ
୪୧୨ ଜଣଙ୍କୁ ବୀରତ୍ବ ପୁରସ୍କାର
ନୂଆଦିଲ୍ଲୀ: ଚଳିତ ବର୍ଷ ଦେଶ ପାଳନ କରୁଛି ୭୪ତମ ସାଧାରଣତନ୍ତ୍ର ଦିବସ। ଏହି ଅବସରରେ କର୍ତ୍ତବ୍ୟ, ନିଷ୍ଠା, ବୀରତ୍ବ ପ୍ରଦର୍ଶନ କରିଥିବା ସେନା ଓ ପୋଲିସ କର୍ମକର୍ତ୍ତାଙ୍କୁ…
Read More » - 26 Januaryଜାତୀୟ
ପଦାରେ ପଡିଲା କେସିଆର-ସୁନ୍ଦରରାଜନ କଳି
() ଗଣତନ୍ତ୍ର ଦିବସ ଅବସରରେ ତେଲେଙ୍ଗାନା ରାଜ୍ୟପାଳ ତାମିଲାସାଇ ସୁନ୍ଦରରାଜନ ହାଇଦ୍ରାବାଦର ରାଜଭବନରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଆଶ୍ଚର୍ଯ୍ୟର କଥା, ଏହି କାର୍ଯ୍ୟକ୍ରମରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ…
Read More » - 26 Januaryଓଡ଼ିଶା
ବାହୁବଳୀ-୨ ଓ କେଜିଏଫ ଚାପ୍ଟର-୨ର ରେକର୍ଡ ଭାଙ୍ଗିଲା ପଠାନ
() ରେକର୍ଡ ରଚିଲା ପଠାନ୍। ବାହୁବଳୀ-୨ ଓ କେଜିଏଫ-୨ର କଲେକ୍ସନ ରେକର୍ଡ ଭାଙ୍ଗିଲା ପଠାନ୍। ହିନ୍ଦୀ ଫିଲ୍ମ କ୍ୟାଟେଗୋରୀରେ ଡେ ଓ୍ୱାନର କଲେକ୍ସନ ଦେଖିଲେ ସବୁଠୁ ବିଗ୍…
Read More » - 26 Januaryଓଡ଼ିଶା
ଅଯୋଗ୍ୟକୁ ହଁ, ଯୋଗ୍ୟଙ୍କୁ ନାଁ
କାମାକ୍ଷାନଗର: ଆବାସ ଯୋଜନାରେ ସଠିକ ଭାବେ ଯାଞ୍ଚ କରି, ପ୍ରକୃତ ହିତାଧିକାରୀଙ୍କୁ ଆବାସ ଯୋଜନାରେ ଘର ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ କଡା…
Read More »