800 କୋଟିରେ ବିକ୍ରିକଲେ ନୋବେଲ ପୁରସ୍କାର…

Spread the love

ନୋବେଲ ପୁରସ୍କାର ବିକ୍ରି ହେଉଛି । ଶୁଣିଲେ ଆପଣ ତାଜୁବ୍ ହୋଇଯିବେ । ଦୁନିଆର ସବୁଠାରୁ ପ୍ରତିଷ୍ଟିତ ହେଉଛି ନୋବେଲ ପ୍ରାଇଜ। ନୋବେଲ ପ୍ରାଇଜ ବିକ୍ରି କଥା ବୋଧେ ଦେଶର ବଡ ବଡ ବ୍ୟବସାୟୀ ମାନେ ଜାଣିନାହାଁନ୍ତି । ନହେଲେ ଅର୍ଥ ବଳରେ ସେମାନେ ବି ନୋବେଲ ବିଜେତା ହୋଇପାରନ୍ତେ । ଛୋଟ ମୋଟ ପୁରସ୍କାର ପାଇବା ପାଇଁ ଲୋକ ମାନେ କେଉଁଠି ପଇସା ଦେଇଥାଇପାରନ୍ତି । କିନ୍ତୁ ନୋବେଲ ପ୍ରାଇଜ ବିକ୍ରି ନୁହେଁ । ସାମ୍ବାଦିକ ଙ୍କୁ ଫ୍ରିଡମ ଅଫ ଏକ୍ସପ୍ରେସନ ପାଇଁ ୨୦୨୧ ରେ ନୋବେଲ ପିସ ପ୍ରାଇଜ ମିଳିଛି । ନୋବେଲ ପ୍ରାଇଜ ବିକ୍ରି କରିବାର ଉଦାହରଣ ସାରା ବିଶ୍ବରେ ବିରଳ । ଲୋକ ଙ୍କ ସାହାର୍ଯ୍ୟ ପାଇଁ ନୋବେଲ ପ୍ରାଇଜ ବିକ୍ରି ଏଭଳି ବ୍ୟକ୍ତି ଅଛନ୍ତି । ବିକ୍ରି ବଦଳରେ ହେରିଟେଜ ପତ୍ରକାର ଙ୍କୁ ୮ ଶହ କୋଟି ଟଙ୍କା ମିଳିଲା । ରୁଷ ର ଏହି ସାମ୍ବାଦିକ ହେଉଛନ୍ତି ଦିମିତ୍ରୀ ମିରାଟେବେ ।

ସେ ସ୍ବତନ୍ତ୍ର ନିଜ୍ୟୁପେପେର ନୋଭାୟା ଗେଜେଟ ର ଏଡିଟର ଇନ ଚିଫ୍ ।ଏହି ପଇସା ୟୁକ୍ରେନ ଯୁଦ୍ଧ ରେ ଘର ଛାଡିବା ପାଇଁ ନିଷ୍ପତ୍ତି ନେଇଥିବା ଲୋକ ମାନଙ୍କୁ ସାହାର୍ଯ୍ୟ କରାଯିବ । ଏହି ପ୍ରାଇଜ ମାରିଆ ଙ୍କ ସହତି ତାଙ୍କୁ ମିଳିଥିଲା । ମାରିଆ ଫିଲିପାଇନସ୍ ଏକ ନିଜ୍ୟୁପେପର ରାପଲର ର ପ୍ରତିଷ୍ଟାତା । ଏହି ହୁଇ ଝଣଙ୍କି ଅନୁସନ୍ଧାନ ମୁଳକ ଖବର ପାଇଁ ଜଣାଶୁଣା । ସେଥିପଇଁ ଦେଶର ନେତା ମାନଙ୍କ ନଜରରେ ରହୁଥିଲେ । ୮ ଶହ କୋଟି ର ବୋଲି କିଏ ଲଗାଇଥିଲେ ବର୍ତ୍ତମାନ ସୁଦ୍ଧା ଜଣାନାହିଁ ମିଳିଥିବା ଅର୍ଥ ୟୁନିସେଫ କୁ ସାହାର୍ଯ୍ୟ ପାଇ ଦିଆଯିବ ।ପ୍ରଭାବିତ ଲୋକଙ୍କୁ ଏହି ସାହାର୍ଯ୍ୟ ମିଳିବ ।

  • ସ୍ମରିଜିତ ଆର୍ଯ୍ୟଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *