ପ୍ରେମ ଦେଖେନା ବୟଷ…

Spread the love

ପ୍ରେମ ପାଇଁ କୌଣସି ପ୍ରକାର ବାଧା ବନ୍ଧନ ନାହିଁ । ପ୍ରେମ ରାସ୍ତା ଘାଟ ମାନେ ନାହିଁ । ବୟସ,ଜାତି, ଧର୍ମ, ବର୍ଣ କିଛି ମାନେ ନଥାଏ ପ୍ରେମରେ । ପ୍ରେମ ଏକ ପ୍ରକାର ଅନ୍ଧ କରିଦିଏ ମଣିଷ। ପ୍ରେମ କୁ ନେଇ ଅନକେ ପୌରାଣିକ କଥା,ଫିଲ୍ମ, ସତ ଘଟଣା ମଧ୍ୟ୍ୟ ରହିଛି।ପ୍ରେମରେ ବୟସ ତାରତମ୍ୟ ମଧ୍ୟ୍ୟ ଦେଖାଯାଏ ନାହିଁ । ସୋସିଆଲ ମିଡିଆରେ ମୁଲାକାତ ତା ପରେ ପ୍ରେମ । ଟିଣ୍ଡର ଆପ୍ ରେ ପ୍ରଥମ ଦେଖାକୁ ପ୍ରେମ ଓ ସଙ୍ଗେ ସଙ୍ଗେ ବିବାହ । ସ୍ବଳ୍ପ ସମୟ ମଧ୍ୟ୍ୟରେ ଏତେ କଥା ହୋଇଯିବ ସୁଣିଲେ ଆଶ୍ଚର୍ୟ୍ୟ ଲାଗୁଛି । ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ କଥାରେ ଅଚି ଯୁଦ୍ଧ ଓ ପ୍ରେମରେ ସବୁ ସମ୍ଭବ। ବୟଫ୍ରେଣ୍ଡ ଜେଫ୍ ବିନ୍ ଙ୍କ ମୁଲାକାତ ଆଲନା ଲୁକ୍ ଙ୍କ ସହ ଟିଣ୍ଡର ଆପ୍ ରେ ହୋଇଥିଲା । ଏହି ବିବାହ ଚର୍ଚ୍ଚିତ ବିବାହ କହିଲରେ ଭୁଲ ହେବା ନାହିଁ । ଜେଫ୍ ଙ୍କ ବୟସ ୫୬ ହୋଇଥିବା ବେଳେ ଆଲାନା ଙ୍କ ବୟସ ୨୩ । ଉଭୟ ସ୍ବାମୀ ସ୍ତ୍ରୀ ଙ୍କ ମଧ୍ୟ୍ୟରେ ବୟସ ତାରତମ୍ୟ ୩୩ ବର୍ଷ ।

ବ୍ରିଟେନର ଏହି କପଲ ଙ୍କୁ ନେଇ ସୋସିଆଲ ମିଡିଆରେ ଭାରି ଚର୍ଚ୍ଚା ।ସ୍ବାମୀ ସ୍ତ୍ରୀ ଙ୍କ ବୟସ ଦୃଷ୍ଟିରୁ ଦେଖିଲେ ବାପା ଝିଅ ଭଳି ଲାଗିବେ ।ଲୋକ ମାନେ ସମାଲୋଚନା କଲେ ମଧ୍ୟ୍ୟ କିଛି ଫରକ ପଡେ ନାହଁ ଦୁଇ ଜଣଙ୍କୁ। ଅଲନା କହିବା କଥା କୋଟପତି କାରଣରୁ ନିର୍ବନ୍ଧ ହେଲା ନାହିଁ ଭଲ ପାଇବା ପାଇଁ ଏସବୁ ସମ୍ଭବ ହୋଇଛି ବ୍ରଟିନେର ୧୧ ବେଡରୁମ୍ ଘରେ ରହୁନ୍ତି ଏହି କପଲ୍ । ଜେଫ ବହୁ ଦାମୀ ଦାମୀ ଉପହାର ମଧ୍ୟ୍ୟ ଦିଅନ୍ତି ଅଲନା ଙ୍କୁ ହୀରା ରିଙ୍ଗ ରୋଲେକ୍ସ ଘଣ୍ଟା। ତାଙ୍କ ଜୀବନଶୈଳି ପୁରା ବଦଳିଯାଇଛି। ଅଲନା ଙ୍କ କହିବା କଥା ଜେଫ୍ ଯଦି ଦେବାଳିଆ ହୋଇଯାଆନ୍ତି ତଥାପି ତାଙ୍କୁ ଅଲନା ଭଲପାଇବା ଟଙ୍କା ପଇସା ଦାମୀ ଉପହାର କୁ ନୁହେଁ ତାଙ୍କ ବୟଫ୍ରେଣ୍ଡ ଙ୍କୁ ଦିଲ୍ ସେ । ସମାଜରେ ପ୍ରତ୍ୟକ ଜିନିଷରେ କିଛି ସୀମା ସରହଦ ଥାଏ କିନ୍ତୁ ପ୍ରେମ ପାଇଁ କୌଣସି ବାଉଣ୍ଡରି ଲାଇନ ନାହିଁ । ପ୍ରମେରେ ନିଜ ଇଛାର ମାଲିକ ନିଜେ ।

  • ସ୍ମରଜିତ୍ ଆର୍ଯ୍ୟଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *