ହର ଘର ଜଳ କାର୍ଯ୍ୟକ୍ରମ ସାର୍ବଜନିନ ସ୍ୱାସ୍ଥ୍ୟ ଉପରେ ପକାଇବ ମହତ୍ୱପୁର୍ଣ ପ୍ରଭାବ- ଡବ୍ଲୁଏଚ୍ ଓ

Spread the love

ନୁଆଦିଲ୍ଲୀ : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁ ଏଚ୍ ଓ) ଅନୁସୋରେ ଦେଶରେ ସମସ୍ତ ଘର ପାଇଁ ସୁରକ୍ଷିତ ଭାବରେ ପାନୀୟ ଜଳ ସୁନିଶ୍ଚିତ ଭାବରେ ପହଞ୍ଚାଇ ଦିଆହୋଇପାରିଲେ ଡାଇରିଆର ହେଉଥିବା ପାଖାପାଖା ପାଖି ୪ ଲକ୍ଷ ଲୋକ ମୃତ୍ୟ ମୁଖରୁ ବଞ୍ଚି ଯାଇପାରିବେ । ଏହା ସହି ଭାରତରେ ସୁରକ୍ଷିତ ଭାବରେ ପିଇବା ପାଣିକୁ ସାର୍ବଜନିନ କରିବା ସହିତ ପାଖାପାଖି ୧୪ ମିଲିଅନ୍ ଡିଏ ଏଲ୍ଏଲି ଡାଇରିଆ ରୋଗରୁ ବଞ୍ଚିବାର ଆକଳନ କରିହେଉଛି । ଯେଉଁ କାରଣ ପାଇଁ ୧୦୧ ବିଲିୟନ ଡଲାର ପର୍ଯ୍ୟନ୍ତ ଖର୍ଚ୍ଚରୁ ବଞ୍ଚି ପାରିବ । ଏହି ବିଶ୍ଳେଷଣ ଡାଇରିଆ ଦ୍ୱାରା ସଂଘଟିତ ହେଉଥିବା ରୋଗ ଉପରେ କେନ୍ଦ୍ରିତ ହେଉଛି ।

ଶୁକବାର ଦିନ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କେନ୍ଦ୍ରସରକାରଙ୍କର ମହତ୍ୱାକାଂଖି ଯୋଜନା ହର ଘର ଜଳ କାର୍ଯ୍ୟକ୍ରମର ସାର୍ବଜନିନ ସ୍ୱାସ୍ଥ୍ୟ ଏବଂ ଆର୍ଥିକ ସଞ୍ଚୟ ପ୍ରଭାବ ଉପରେ କରାଯାଇଥିବା ରିପୋର୍ଟ ଜାରି କରିଛନ୍ତି । ସଂଗଠନ ଅନୁସାରେ ଏହି ଯୋଜନା ଜରିଆରେ ଦେଶର ଲୋକଙ୍କ ଉପରେ ମହତ୍ୱପୁର୍ଣ ପ୍ରଭାବ ପଡିବ ।

Leave a Reply

Your email address will not be published. Required fields are marked *