ତ୍ରିପୁରା: ବିଜେପିର ୪୮ ସିଟରୁ ପ୍ରାର୍ଥୀ ଘୋଷଣା

ଅଗରତାଲା: ତ୍ରିପୁରା ବିଧାନସଭା ନିର୍ବାଚନ ପାଇଁ ବିଜେପି ୪୮ ସିଟରେ ପ୍ରାର୍ଥୀ ଘୋଷଣା କରିଛି। ଆସାମର ୬୦ ବିଧାନସଭା ସିଟ ଉପରେ ଫେବୃଆରୀ ୧୬ରେ ଭୋଟ ଗ୍ରହଣ ହେବାକୁ ଯାଉଥିବା ବେଳେ ମାର୍ଚ୍ଚରେ ଫଳାଫଳ ବାହାରିବ। ନିର୍ବାଚନ ପାଇଁ ନାମାଙ୍କନର ଅନ୍ତିମ ତାରିଖ ୩୦ ଜାନୁଆରୀରେ ଥିବା ବେଳେ ୩୧ ଜାନୁଆରୀରେ ନୋମିନେସନ ଯାଞ୍ଚ ହେବ।

୧୬ ଫେବୃଆରୀରେ ତ୍ରିପୁରା ନିର୍ବାଚନ ହେବାକୁ ଥିବା ବେଳେ ବିଜେପି ୬୦ ଆସନ ଭିତରୁ ୪୫ ଆସନରେ ପ୍ରାର୍ଥୀ ଘୋଷଣା କରିଛି। ମୁଖ୍ୟମନ୍ତ୍ରୀ ମାଣିକ ସାହା ଟାଉନ ବାର୍ଦୋବାଲି ଆସନରୁ ନିର୍ବାଚନ ଲଢିବାକୁ ଥିବା ବେଳେ କେନ୍ଦ୍ର ମନ୍ତ୍ରୀ ପ୍ରତିମା ଭୌମିକ ଧନପତ ସିଟରୁ ଲଢିବେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *