Bhadrak ବାଇକ୍ ଆରୋହୀଙ୍କ ଉପରେ ମାଡିଗଲା ଅଜଣା ଗାଡି : ଦୁଇ ମୃତ Shila Ray14/05/202314/05/2023 Spread the love ଭଦ୍ରକ : ଭଦ୍ରକ ନଳାଙ୍ଗ ପେଟ୍ରୋଲ ପମ୍ପ ନିକଟରେ ବାଇକ୍ ଆରୋହୀଙ୍କ ଉପରେ ମାଡିଗଲା ଅଜଣା ଗାଡି । ଫଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି ।
ବିବାହିତା ମହିଳାଙ୍କ ପ୍ରତି ଶ୍ୱଶୁରଘର ଲୋକଙ୍କ ଯୌତୁକ ଓ ଯୌନ ନିର୍ଯ୍ୟାତନା ଅଭିଯୋଗ, ନ୍ୟାୟ ପାଇଁ ଏସ୍ପିଙ୍କ ଅଫିସ୍ ସମ୍ମୁଖରେ ଗଣଧାରଣା Spread the loveSpread the loveଭଦ୍ରକ : ମାତ୍ର ବର୍ଷକ ତଳେ ବିବାହ କରିଥିବା ଜଷଣ ମହିଳାଙ୍କୁ ତାର ଶ୍ୱଶୁରଘର ଲୋକେ ଯୌତୁକ, ଶାରୀରିକ ଯୌନ ନିର୍ଯ୍ୟାତନା ଦେବା ସହ…
ଜାତୀୟସ୍ତର ଦୌଡ଼ ପ୍ରତିେଯାଗିତାରେ ଭଦ୍ରକର ଗୌରବ, ଚାନ୍ଦବାଲିର ୩ ଧାବକଙ୍କୁ ଅଭିନନ୍ଦନ ଜଣାଇଲେ ଜିଲ୍ଲାପାଳ Spread the loveSpread the loveଭଦ୍ରକ : ମଧ୍ୟ ପ୍ରଦେଶର ଗ୍ବାଲିୟର ଠାରେ ଆୟୋଜିତ ଜାତୀୟସ୍ତରର ଦୌଡ଼ ପ୍ରତିେଯାଗିତାରେ ଅଂଶ ଗ୍ରହଣ କରି ଭଦ୍ରକ ଜିଲ୍ଲାର ୩ ଖେଳାଳୀ ଜିଲ୍ଲା…
ସମବାୟ ବ୍ୟାଙ୍କ ପକ୍ଷରୁ ମୃତଚାଷୀଙ୍କ ପରିବାରକୁ ବୀମା ସହାୟତା ପ୍ରଦାନ Spread the loveSpread the loveଭଦ୍ରକ : ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ କହରାପୋଖରୀ ଶାସନ ଗ୍ରାମର ମୃତଚାଷୀ ଡମ୍ବରୁଧର ବେହେରାଙ୍କୁ ପୁତ୍ର ଅଶୋକ କୁମାର ବେହରାଙ୍କୁ ସମବାୟ…