କେନ୍ଦ୍ରାପଡା : କେନ୍ଦ୍ରାପଡା ବ୍ଲକ ଗାଙ୍ଗପଡା ପଂଚାୟତ ଅନ୍ତର୍ଗତ ଗଗୁଆ ଗ୍ରାମର ପ୍ରଫୁଲ୍ଲ କୁମରା ବଳ ବିଦ୍ୟୁତ୍ ତାର ସଂସ୍ପର୍ଷରେ ଆସି ମୃତ୍ୟୁ ବରଣ କରିଥିବା ଜଣାପଡିଛି । ସ୍ୱର୍ଗତ ବଳ ନିର୍ମାଣଧୀନ ଥିବା ନିଜ ଦୋକାନ ଗୃହରେ ଏକ ଟୁଲୁ ପମ୍ପ ସାହାଯ୍ୟରେ ପାଣି ଦେଉଥିବା ସମୟରେ ଅସାବଧାନତା ଯୋଗୁଁ ବିଦ୍ୟୁତ୍ ସଂସ୍ପର୍ଷରେ ଆସି ମୃତ୍ୟୁବରଣ କରିଥିବା ଜଣାପଡିଛି । ପଂଚାୟତର ସରପଂଚ, ସମିତି ସଭ୍ୟଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now