ଏସ୍‌ପି ସିଂହ ବଘେଲଙ୍କୁ ମିଳିଲା ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଦାୟିତ୍ୱ

ନୁଆଦିଲ୍ଲୀ : କେନ୍ଦ୍ରରେ ରାଜ୍ୟମନ୍ତ୍ରୀ  ପ୍ରଫେସର  ଏସପି ସିଂହ ବଘେଲଙ୍କୁ ଆଇନ ଓ ନ୍ୟାୟ ମନ୍ତ୍ରଣାଳୟରୁ ହଟାଇ ଦିଆଯାଇ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟରେ ରାଜ୍ୟମନ୍ତ୍ରୀ ଭାବରେ ଦାୟୁତ୍ୱ ଦିଆଯାଇଛି । 

ରାଷ୍ଟ୍ରପତିଙ୍କ ପ୍ରେସ ସଚିବଙ୍କ  ଗୁରୁବାରଦିନ ଦେଇଥଟବା ସୁଚନା ଅନୁସାରେ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀଙ୍କ  ପରାମର୍ଶ କ୍ରମେ  ପ୍ର ଏସପି ସିଂହ ବଘେଲଙ୍କୁ ଆଇନ୍ ମନ୍ତ୍ରଣାଳୟରୁ ପରିବର୍ତନ କରି  ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟରେ ରାଜ୍ୟମନ୍ତ୍ରୀ ଭାବରେ ନିଯୁକ୍ତି କରିବାରେ ନିର୍ଦେଶ ଦେଇଛନ୍ତି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *