ଜୟପୁର : ଜିଲା କଂଗ୍ରେସ ସଭାନେତ୍ରୀ ପଦବୀରୁ ମିନାକ୍ଷୀ ବାହିନିପତିଙ୍କୁ ହଟାଇବା ପାଇଁ ଚକ୍ରାନ୍ତ ଚାଲିଥିବାରୁ ଏହାକୁ ବିରୋଧ ହୋଇଛି । ଏନେଇ ଆଜି ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତିଙ୍କ ନେତ୍ତୃତ୍ୱରେ କୋରାପୁଟ ଜିଲାର ସମସ୍ତ ବ୍ଲକ କଂଗ୍ରେସ ସଭାପତି, ଟାଉନ କଂଗ୍ରେସ ସଭାପତି, ସମସ୍ତ ଜିଲା ପରିଷଦ ସଭ୍ୟ, ବ୍ଲକ ଅଧକ୍ଷା, ଜୟପୁର ପୌର ଅଧ୍ୟକ୍ଷ ନରେନ୍ଦ୍ର କୁମାର ମହାନ୍ତି, କୋଟପାଡ ଏନଏସି ଅଧ୍ୟକ୍ଷ ଏମ ଶଙ୍କର ରାଓ ପ୍ରମୁଖ ଯାଇ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି । ମିନାକ୍ଷୀ ବାହିନିପତି ହିଁ ସଭାପତି ରହିବା ପାଇଁ ଦାବି କରିଛନ୍ତି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now