ଗ୍ୱୋହାଟି : ଗ୍ୱୋହାଟିରୁ ଡିବ୍ରୁଗଡ଼ ଯାଉଥିବା ଇଣ୍ଡିଗୋର ଏକ ବିମାନରେ ଯାତ୍ରୀକ ତ୍ରୁଟି ଆସିବା ପରେ ଗ୍ୱୋହାଟୀ ଏୟାରପୋର୍ଟରେ ତା’ର ଜରୁରୀକାଳୀନ ଲ୍ୟାଣ୍ଡି କରିବାକୁ ପଡ଼ିଥିଲା । ଏହି ବିମାନରେ ଭାରତର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟରେ ରାଜ୍ୟ ମନ୍ତ୍ରୀ ରାମେଶ୍ୱର ତେଲି, ବିଧାୟକ ତେରେସ ଗ୍ୱାଲା ଏବଂ ବିଧାୟକ ପ୍ରଶାନ୍ତ ଫୁକନ ସମେତ ମୋଟ ୧୮୪ ଯାତ୍ରୀ ଉପସ୍ଥିତ ଥିଲେ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now