ଓଡ଼ିଶା ମହାନଦୀ ଜଳ ବିବାଦ ମାମଲାରେ ସମୟ ମାଗିଲା ଓଡ଼ିଶା Naxatra News11/07/202311/07/2023 Spread the love ଭୁବନେଶ୍ୱର : ମହାନଦୀ ଜଳ ବିବାଦ ମାମଲାରେ ଟ୍ରିବ୍ୟୁନାଲରେ ଶୁଣାଣୀ ବେଳେ ମହାନଦୀ ଟ୍ରିବ୍ୟୁନାଲଙ୍କୁ ଓଡିଶା ୪ ସପ୍ତାହ ସମୟ ମାଗିଛି । କମନ ଇନଫର୍ମେସନ ଫର୍ମାଟ ଦାଖଲ ପାଇଁ ଓଡିଶା ଚାରି ମାସ ସମୟ ମାଗିଛି । ଏହି ମାମଲାର ଅଗଷ୍ଟ ୧୨ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଜଣା ପଡିଛି ।
ଦେଶୀ ମଦ ଭାଟିରେ ଚଢାଉ Spread the loveSpread the loveଭୁବନେଶ୍ୱର: ଭୁବନେଶ୍ୱର ସାଲିଆ ସାହିରେ ବଡ ଧରଣର ଚଢାଉ। ନିଜେ ଡିସିପି ଓ ସ୍ୱତନ୍ତ୍ର ସ୍କ୍ୱାର୍ଡ ଚଢାଉରେ ସାମିଲ ହୋଇଛନ୍ତି। ତେବେ ମାଦକ ଦ୍ରବ୍ୟ…
ବନ୍ଦ ହୋଇଯିବ କି ବିଏସକେୱାଇ ଯୋଜନା ? Spread the loveSpread the loveରାଜ୍ୟରେ ଆଉ ଚଳିବନି ବିଏସକେୱାଇ ଯୋଜନା । ଏଣିକି ଲାଗୁ ହେବ ଆୟୁଷ୍ମାନ ଯୋଜନା । ବିଜେପି ସରକାର ଶପଥ ଗ୍ରହଣ କରିବା ପରେ…
ପୁଅକୁ ଜେଲ ପଠାଇଲା ବାପା Spread the loveSpread the love ବଲାଙ୍ଗୀର: ନିଜ ପୁଅକୁ ଜେଲ ପଠାଇଲା ବାପା । ଘଟଣାଟି ହେଉଛି ବଲାଙ୍ଗୀର ଜିଲ୍ଲା ରାଜୀବନଗର ଗ୍ରାମର । ପୁଅର ଅପରାଧୀକ ବ୍ୟବହାରରୁ…