ଡ୍ରାଇଭର ନଥାଇ ମାଡିଗଲା ଗାଡି, ୬ ଆହତ

ନୀଳଗିରିରେ ଡ୍ରାଇଭରଙ୍କ ଅନୁପସ୍ଥିତିରେ ଏକ ଯାତ୍ରୀବାହୀ ଗାଡିରେ ଏକ ନାବାଳକ ଗାଡି ଚାବି ମୋଡି ଦେବାରୁ ଏଭଳି ଅଘଟଣ ଘଟିଛି । ଫଳରେ ଗାଡିଟି ଷ୍ଟାର୍ଟ ହୋଇ ଏକ ବାଇକକୁ ଧକ୍କ୍‌ା ଦେଇ କାନ୍ଥରେ ପିଟି ହୋଇଯାଇଥିଲା । ଯାହା ଫଳରେ ବାଇକ ଆରୋହୀ ସହ ଯାତ୍ରୀବାହୀ ଗାଡିର ୬ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଛି

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *