Latest Newsରାଜ୍ୟ ରାଜଧାନୀରେ ରୋଡ୍ ସୋ କରିବେ ମୋଦୀ Naxatra News Bureau09/06/202409/06/2024 Spread the love ୧୨ ତାରିଖ ଅପରାହ୍ନରେ ଭୁବନେଶ୍ବରରେ ରୋଡ ସୋ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଜୟଦେବ ବିହାରରୁ ଜନତା ମଇଦାନ ଯାଏଁ ହେବ ରୋଡ ସୋ । ଜନତା ମଇଦାନରେ ପ୍ରେସମିଟ କରିବେ ପ୍ରଧାନମନ୍ତ୍ରୀ । ଶପଥ ଗ୍ରହଣ ଉତ୍ସବକୁ ଯିବେ ମୋଦୀ ।
ଚନ୍ଦ୍ରଯାନ-3 ଡି-ବୁଷ୍ଟିଂ ପ୍ରକ୍ରିୟା ଶେଷ :ଲ୍ୟାଣ୍ଡର ହେଲା ସ୍ୱୟଂଚାଳିତ ମୋଡ୍ Spread the loveSpread the loveଭୂବନେଶ୍ବର(ଜଗଦାନନ୍ଦ ପ୍ରଧାନ): ଚନ୍ଦ୍ରଯାନ-3 ଲ୍ୟାଣ୍ଡର୍ ଚନ୍ଦ୍ରର ଦକ୍ଷିଣ ମେରୁ ଉପରେ ସଫ୍ଟ ଲ୍ୟାଣ୍ଡିଂ କରିବା ପାଇଁ ଆଊ ଅଳ୍ପ କେଇ ଦିନ ରହିଲା ।…
ଓଡିଶାକୁ ନାହିଁ ବାତ୍ୟା ଭୟ : ଆଇଏମଡି ଡିଜି Spread the loveSpread the loveନୂଆଦିଲ୍ଲୀ/ଭୁବନେଶ୍ୱର – ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଆହୁରି ଘନୀଭୂତ ହୋଇ ଏକ ଅତି ଭୀଷଣ ବାତ୍ୟାରେ ପରିଣତ ହେବ ।…
ବିଜେଡିକୁ ପୁଣି ଅପରାଜିତାଙ୍କ ଟାଗେର୍ଟ Spread the loveSpread the loveବିଜେଡିକୁ ପୁଣି ଟାଗେର୍ଟ କଲେ ସାଂସଦ ଅପରାଜିତା ଷଢଙ୍ଗୀ । ନିଜ ଟ୍ୱିଟ୍ ଜରିଆରେ ସେ ବିଜେଡିକୁ ସମାଲୋଚନା କରି କହିଛନ୍ତି ଯେ ଓଡିଶାରେ…