ଓଡିଶା ଆସୁଥିବା ଆଳୁ ଗାଡ଼ିକୁ ଧରିଲା ପଶ୍ଚିମବଙ୍ଗ ପୋଲିସ

ପଶ୍ଚିମବଙ୍ଗରୁ ଓଡିଶା ଆସୁଥିବା ଆଳୁ ଗାଡ଼ିକୁ ଧରିଲା ପଶ୍ଚିମବଙ୍ଗ ପୋଲିସ। ଗୋମୁଣ୍ଡା-ବାଲିମ ରାସ୍ତା ଦେଇ ପଶ୍ଚିମବଙ୍ଗରୁ ଓଡ଼ିଶାକୁ ଆଳୁ ଆସୁଥିଲା। ଏନେଇ ଖବରପାଇ ଆଳୁ ଗାଡିକୁ ପଶ୍ଚିମବଙ୍ଗ ପୋଲିସ ଗୋଡ଼ାଇ ଥିଲା । ଯାହା ଫଳରେ ଆଳୁ ଗାଡିଟି ଓଡ଼ିଶା ଭିତରକୁ ପ୍ରେବଶ କରିବାର ପାଞ୍ଚସହ ମିଟର ଲୈଲାଣପୁର ନିକଟରେ ରାସ୍ତାର ପାର୍ଶ୍ୱରେ ଭାରସାମ୍ୟ ହରାଇ ପଶିଯାଇଥିଲା । ତେବେ ପଶ୍ଚିମବଙ୍ଗ ପୋଲିସ ଗାଡିଟିକୁ ଜବତ କରିବା ସହ ଗାଡିରେ ଥିବା ସବୁ ଆଳୁକୁ ପୁଣି ଫେରିଇ ନେଇ ଯିବାର ଦେଖିବାକୁ ମିଳିଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *