ଚିକିଟିରେ ବିଷାକ୍ତ ମଦ ପିଇ ଅସୁସ୍ଥ ଘଟଣାରେ ଜଣେ ମୃତ

ଗଞ୍ଜାମ ଚିକିଟିରେ ବିଷାକ୍ତ ମଦ ପିଇ ଅସୁସ୍ଥ ଘଟଣା। ବ୍ରହ୍ମପୁର ବଡ଼ ମେଡିକାଲ ଆଇସିୟୁରେ ଗୁରୁତର ଭାବେ ଚିକିତ୍ସିତ ଯୁର ବେହେରାଙ୍କ ଆଜି ମୃତ୍ୟୁ ଘଟିଛି। ମର ଶରୀରକୁ ରାସ୍ତାରେ ରଖି ଗାଁ ଲୋକଙ୍କ ପ୍ରତିବାଦ। ଏବେ ବି ୨୩ ଜଣ ଅସୁସ୍ଥ ହୋଇ ଚିକିଟି ଓ ଏମକେସିଜିରେ ଚିକିତ୍ସାଧୀନ ଅଛନ୍ତି। ବିଷାକ୍ତ ମଦ ପିଇବା ଘଟଣାରେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଓ ଅବକାରୀ କମିସନର ନରସିଂହ ଭୋଳ ସ୍ଥିତି ଅନୁଧ୍ୟାନ କରିଛନ୍ତି। ୪ ଜଣଙ୍କୁ ପୁଲିସ ଓ ଅବକାରୀ ବିଭାଗ ଗିରଫ କରିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *