ରତ୍ନଭଣ୍ଡାର ଯାଞ୍ଚ କରୁଛି ବିଶେଷଜ୍ଞ ଟିମ୍‌‌

ଶ୍ରୀମନ୍ଦିର ରତ୍ନଭଣ୍ଡାର ଖାଲି କରାଯିବା ପରେ ଆଜି ଆରମ୍ଭ ହୋଇଛି ଗୁପ୍ତ ରତ୍ନଭଣ୍ଡାର ଯାଞ୍ଚ ପ୍ରକ୍ରିୟା। ଏଥିପାଇଁ ଭଣ୍ଡାର ଘର ଭିତରକୁ ଯାଇଛନ୍ତି ବିଶେଷଜ୍ଞ ଟିମ୍‌‌। ରତ୍ନଭଣ୍ଡଶର ଭିତରେ ଗୁପ୍ତ ରତ୍ନଭଣ୍ଡାର ଓ ଷୁଡଙ୍ଗ ଅଛି କି ନାହିଁ ବିଶେଷଜ୍ଞ ଟିମ୍‌ ଯାଞ୍ଚ କରୁଛନ୍ତି‌। ଏଏସ୍‌‌ଆଇ ଏଡିଜି ଜାନଭିଜ୍‌‌ ଶର୍ମାଙ୍କ ନେତୃତ୍ୱରେ ଏହାର ତଦାରଖ କରାଯିବ। ରତ୍ନଭଣ୍ଡାରକୁ ଯିବା ପୂର୍ବରୁ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଓ ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ୍‌‌ ବିଶ୍ୱନାଥ ରଥ ଗଣମାଧ୍ୟମରେ କହିଛନ୍ତି ଯେ ବିଶେଷଜ୍ଞଙ୍କ ଦ୍ୱାରା ଯାଞ୍ଚ କରାଯାଉଛି। କିଛି ଅଛି କି ନାହିଁ ତାହାର ଯାଞ୍ଚ କରାଯାଇ ତଥ୍ୟ ଦିଆଯିବ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *