ବର୍ଷିଲେ ବିଜୟ ମହାପାତ୍ର

ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ସାମ୍ୱା ଦିକ ସମ୍ମିଳନୀ। ସରକାରଙ୍କୁ ୬ ମାସ ପୂରିଲା। ବର୍ଷକୁ ଦୁଇଥର ଆକଳନ । ଏବେ ପୂର୍ଣ୍ଣାଙ୍ଗ ଆକଳନ ହୋଇପାରିବନି। ଯିଏ ଏହି ରିପୋର୍ଟ ଦେଖିବ ହତାଶ ହେବ । ଡ଼ିଏସ କୁଟେ  ଏବଂ ଆଶିଷ ସିଂ ଙ୍କୁ ସରକାର ଡେପୁଟେସନରେ ପଠାଇବାକୁ ନେଇ ବର୍ଷିଲେ ବିଜୟ ମହାପାତ୍ର। ଯାହାଙ୍କ ବିରୋଧରେ ଅଭିଯୋଗ ଦେଲେ ତାଙ୍କୁ ଦିଲ୍ଲୀ ପଠେଇଦେଲେ। ଅଫିସରଙ୍କ ବିରୋଧରେ  ଅଭିଯୋଗ ଥିଲା। କିନ୍ତୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆସିଥିବା  ଅଫର ଲିଷ୍ଟରେ ନାଁ ଦେଲେ। ତାଙ୍କ ବିରୋଧରେ ଅଭିଯୋଗ ଥିଲା। ତଦନ୍ତକାରୀ ଅଫିସରେ ଦେଲେ ନାହିଁ। ଅଭିଯୋଗ ଫର୍ଦ ଦେଲେ ନାହିଁ। ଚାର୍ଜସିଟ ଦେଲେ ନାହିଁ। କୁଟେ ବିରୋଧରେ ତଥ୍ୟ ପ୍ରମାଣ ଥିଲା । କଠୋର ଦଣ୍ଡ ଦେବୁ କହିଥିଲେ ସରକାର। କିନ୍ତୁ ବିପରିତ କଥା କଲେ। ଏଥିରୁ ଜଣାପଡୁଛି ସରକାର କେମିତି ଚାଲୁଛି। ସମସ୍ତଙ୍କ ବିରୋଧରେ ତଦନ୍ତ  ଚାଲୁଛି  କହୁଛନ୍ତି। କିନ୍ତୁ ତଦନ୍ତ ରିପୋର୍ଟ। କାହା ବିରୋଧୀ ଆକ୍ସନ ହେଉନି। ଏହା ଅଭିଯୋଗ ନୁହେଁ ମୂଲ୍ୟାୟନ। ଦିଲ୍ଲୀ ଛାଡିବା ଘଟଣା ପଛରେ ଡିଲ ହୋଇଛି।  ତଦନ୍ତ କାହିଁକି ହେଲାନି। ସବୁଠୁ ଅଧିକ  ନିର୍ଯ୍ୟାତନା ବିଜେପି ନେତା ପାଇଛନ୍ତି। କିନ୍ତୁ ତାଙ୍କୁ ପୁରସ୍କୃତ କଲେ। ନେତା ଫସିଗଲେ, ଅଫିସର ପୁରସ୍କୃତ।   ବାରମ୍ବାର ମିଛ କଥା କହୁଛନ୍ତି। ଖୋର୍ଦ୍ଧା ବିଧାୟକ ପାଖରୁ ଏ ଘଟଣା ଘଟିଥିଲା। ଡେପୁଟି ନିର୍ବାଚନ କମିଶନ, ଖୋର୍ଦ୍ଧା ଜିଲ୍ଲାପାଳ ଟଙ୍କା ନାମରେ କେଶ  ଦେଇଥିଲେ। ଏହା ମାର୍ମହତ କରିଛି। ମୁଖ୍ୟମନ୍ତ୍ରୀ ସ୍ପଷ୍ଟୀକରଣ ରଖିବା କଥା। ନୋ noc  ସାର୍ଟିଫିକେଟ ସରକାର ଦେଇଛନ୍ତି। ପ୍ରଥମ ଥର ପାଇଁ ଓଡ଼ିଶାରେ ଏଭଳି ଘଟଣା ଘଟିଲା ସରକାର ପ୍ରମାଣ ଦେଲେ ଡ଼ିଏସ କୁଟେ  ଏବଂ ଆଶିଷ ସିଂ  ନିର୍ଦ୍ଦୋଷ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *