ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା

ବାଙ୍କୀ ଥାନା ଅନୁଆରୀ ପଞ୍ଚାୟତରେ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା। ଶବ ବ୍ୟବଛେଦ ପାଇଁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି। ମୃତ ଯୁବ ପ୍ରେମିକଙ୍କ ଘର କୁରୁମ୍ ଗ୍ରାମର ତ୍ରିନାଥ ସେଠଙ୍କ ପୁଅ ରଞ୍ଜନ ସେଠ। ଅନ୍ୟପଟେ ପ୍ରେମିକା ଜଣଙ୍କ ଘର ନିକଟ ବାଇଗେଣି ଗ୍ରାମ ମଦନ ମୋହନ ମାଝୀଙ୍କ ଝିଅ କଲ୍ୟାଣୀ ମାଝୀ। ଏଭଳି ପ୍ରେମୀଯୁଗଳଙ୍କ ନିଷ୍ପତି ଯୋଗୁ ଖେଳିଯାଇଛି ଉଭୟ ପରିବାରଙ୍କ ମଧ୍ୟରେ ଶୋକାକୁଳ ପରିବେଶ। ଘଟଣା ସ୍ଥଳରେ ବାଙ୍କୀ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *