କେଉଁ ଦିନ ପାଳିବେ ହୋଲି ?

ସରକରୀ କ୍ୟାଲଣ୍ତର ଅନୁସାରେ ସମଗ୍ର ଓଡିଶାର ହୋଲି ପର୍ବ ମାର୍ଚ୍ଚ ୧୫,୨୦୨୫ ରେ ପାଳନ କରାଯିବ । ହେଲେ ଏ ବର୍ଷ ହୋଲି ଗୋଟିଏ ଦିନ ପର୍ବରୁ ପଢୁଛି ତଥା ମାର୍ଚ୍ଚ ୧୪ ରେ ଦୋଳ ପାଳନ କରାଯିବ । ରଙ୍ଗର ପର୍ବ ହୋଲି , ବସନ୍ତର ଆଗମନ ଏବଂ ଅସତ୍ୟ ଉପରେ ସତ୍ୟର ବିଜୟ । ଓଡିଶାରେ ଏହି ଦୋଳ ପୂଣ୍ଣିମା ଓଡିଶାର ମହାନ ପର୍ବ । ଏହି ସମୟରେ ଭକ୍ତ ମାନେ ଭଗବାନ ବିଷ୍ଣୁଙ୍କୁ ପୂଜା କରନ୍ତି ଏହାସହ ମହାନ ଶୋଭାଯାତ୍ରା ଅଶଂଗ୍ରହଣ କରନ୍ତି ।  

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *