ପୂର୍ବତନ ସିଜେଆଇ ଜଷ୍ଟିସ ବିଆର ଗଭାଇଙ୍କ ଉପରକୁ ଜୋତା ପିଙ୍ଗିଥିବା ଓକିଲ ହେଲେ ହଟ୍ଟହଟା। ଓକିଲ ରାକେଶ କିଶୋରଙ୍କୁ ଆଜି କୋର୍ଟ ପରିସରରେ ଚପଲରେ ପିଟିଛନ୍ତି ଜଣେ ବ୍ୟକ୍ତି। ମାଡ଼ ଖାଇବା ପରେ ସନାତନ ଧର୍ମର ଜୟ ବୋଲି ନାରା ଦେଇଥିଲେ ରାକେଶ। ଏ ଘଟଣାର ଭିଡ଼ିଓ ଭାଇରାଲ ହୋଇଛି। ଦିଲ୍ଲୀର କଡ଼କଡଡୁମା କୋର୍ଟ ପରିସରରେ ରାକେଶଙ୍କୁ ଚପଲରେ ଜଣେ ବ୍ୟକ୍ତି ପିଟିଛନ୍ତି। ଜଷ୍ଟିସ ଗଭାଇଙ୍କ ଉପରକୁ ଜୋତା ଫିଙ୍ଗି ହଙ୍ଗାମା କରିଥିଲେ ରାକେଶ। ଏହା ପରେ ରାକେଶଙ୍କ ଓକିଲାତା ଲାଇସେନ୍ସ ବାତିଲ କରାଯାଇଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now