ପୁରୀ ବାଣ ବିସ୍ଫୋରଣ ଘଟଣା : ଆଉ ୨ଜଣ ସୁସ୍ଥ

Spread the love

() ପୁରୀ ବାଣ ବିସ୍ଫୋରଣ ଘଟଣା। ଆଉ ୨ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ୧୭ ଜଣ ଏବେ ବି ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି । ବର୍ତ୍ତମାନ ସୁଦ୍ଧା ୧୭ ଜଣ ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ପୂର୍ବରୁ ୬ଜଣ ଡିସଚାର୍ଜ ହୋଇସାରିଛନ୍ତି । ବଳରାମ ଦାସ, ଓ ମନମୋହନ ବେହେରା ଆଜି ସୁସ୍ଥ ହୋଇ ଫେରିଛନ୍ତି। ତେବେ ମୃତକଙ୍କ ପରିବାରକୁ ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ରିଲିଫ କମିଶନଙ୍କ ତରଫରୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରାଯାଇଛି ।

Leave a Reply

Your email address will not be published. Required fields are marked *