ଅହମ୍ମଦାବାଦରେ ଏୟାର ଇଣ୍ଡିଆ ବିମାନ କ୍ରାସ

ଅହମ୍ମଦାବାଦ ବିମାନବନ୍ଦର ନିକଟରେ ବିମାନ ଦୁର୍ଘଟଣା। ମେଘାନୀ ନଗର ନିକଟରେ ଏୟାର ଇଣ୍ଡିଆ ବିମାନ କ୍ରାସ ହୋଇଛି।
ବିମାନ ଦୁର୍ଘଟଣା ପରେ ଆକାଶରେ ଘୋଟିଗଲା କଳାଧୂଆଁ। ଘଟଣାସ୍ଥଳରେ ପହଞ୍ଚିଲା ୩ଟି ଅଗ୍ନିଶମ ବାହିନୀ ଗାଡ଼ି।
ବିମାନରେ ଥିଲେ ୨୪୨ ଜଣ ଯାତ୍ରୀ ରହିଥିଲେ। ମେଘାନୀ ନଗରର ଏକ ଆବାସିକ ଅଞ୍ଚଳରେ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି।
ସ୍ଥାନୀୟ ଅଞ୍ଚଳରେ ସମସ୍ତ ସଡ଼କ ପଥ ସିଲ୍ । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି। ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା
AIC-171 ଏୟାର ଇଣ୍ଡିଆ ବିମାନ କ୍ରାସ ହୋଇଛି। ବିମାନରେ ୩୦୦ରୁ ଅଧିକଯାତ୍ରୀ ପରିବହନର କ୍ଷମତା ଥିଲା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *