ଭୁବନେଶ୍ୱର : ବାଲେଶ୍ୱରର ତାମୁଳିଆ ବ୍ରିଜ ଉପରେ ଦୁଇ ବସ୍ ମୁହାଁ ମୁହିଁ ଧକ୍କା ହୋଇଥିବା ଜଣା ପଡିଛି । ବାଲେଶ୍ୱରରୁ ବାରିପଦା ଅଭିମୁଖେ ଯାଉଥୁବା ଅଜୟ ବସ୍ ଏବଂ ଭୁବନେଶ୍ୱରରୁ ବାଲେଶ୍ୱର ଅଭିମୁଖେ ଆସୁଥୁବା ଅରବିନ୍ଦ ବସ୍ ଦୁର୍ଘଟଣା ଗ୍ରସ୍ତ ହୋଇଛନ୍ତି । ଉଭୟ ବସ୍ ର ୧୫ ଯାତ୍ରୀ ଆହତ ହୋଇଥିବା ଜଣା ପଡିଛି । ସେମାନଙ୍କୁ ବାଲେଶ୍ୱର ଜିଲ୍ଲା ଚିକିତ୍ସାଳୟରେ ଭର୍ତି କରାଯାଇଥିବା ସୂଚନା ରହିଛି ।

Naxatra News is now on Whatsapp
Join and get latest news update delivered to you via whatsapp
Join Now