କଣ୍ଟାମାଳରେ ମଧ୍ୟ 5ଟି ସଚିବଙ୍କୁ ବିରୋଧ

Spread the love

ଭୁବନେଶ୍ୱର : ବୌଦ୍ଧ ଜିଲ୍ଲାର କଣ୍ଟାମାଳ ବ୍ଲକ ଆମ୍ବଗାଁରେ ବୁଧବାର ୫ଟି ସଚିବ ଭିକେ ପାଣ୍ଡିଆନ୍ ଙ୍କ କାର୍ଯ୍ୟକ୍ରମକୁ ପୁଣି ଥରେ ବିରୋଧ କରାଯାଇଛି । ବିଜେପି କର୍ମୀ ମାନେ ୫ଟି ସଚିବଙ୍କ ଗସ୍ତକୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଥିବା ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *