ମନ୍ଦିରରେ ପ୍ରସାଦ ଖାଇ ଓଡ଼ିଆ ଯବାନଙ୍କ ମୃତ୍ୟୁ

ଉତ୍ତରପ୍ରଦେଶ ବରୈଲିରେ ଓଡ଼ିଆ ଯବାନଙ୍କ ମୃତ୍ୟୁ ହୋଇଛି। ମନ୍ଦିରରେ ପ୍ରସାଦ ଖାଇ ଯବାନଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ପ୍ରକାଶ କରିଛନ୍ତି । ସହୀଦ ଯବାନ ହେଲେ…

ବ୍ୟାପୁଛି ଝାଡ଼ାବାନ୍ତି : ୩ ମୃତ, ୧୦ ଗୁରୁତର

କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ଅଡ଼ାଖୁ ଗାଁରେ ବ୍ୟାପୁଛି ଝାଡ଼ାବାନ୍ତି। ଏଥିରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଗୁରୁତର ଅଛିନ୍ତି। ତେଣୁ…

ନୂଆଁଖାଇ ପାଇଁ ୯ ତାରିଖ ସୋମ‌ବାର‌ ସ୍କୁଲ୍ ଛୁଟି

ଆସୁଛି ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏଥିପାଇଁ ଏବେଠାରୁ ସବୁ ଆଡେ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ତେବେ ଏହି ନୂଆଁଖାଇ ଅବସରରେ ଆସନ୍ତା ୯ ତାରିଖ ସୋମ‌ବାର‌ ଦିନ…

ସୁଭଦ୍ରା ଫର୍ମ ଦାଖଲ କରିବାର କୌଣସି ଶେଷ ତାରିଖ ନାହିଁ : ପ୍ରଭାତି ପରିଡ଼ା

ସୁଭଦ୍ରା ଫର୍ମ ଦାଖଲ କରିବାର କୌଣସି ଶେଷ ତାରିଖ ନାହିଁ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ଘୋଷଣା କରିଛନ୍ତି । ଶେଷ ଯୋଗ୍ୟ ହିତାଧିକାରୀ ଦାଖଲ କରିବା…

ପ୍ୟାରିସ୍‌ ପାରାଲିମ୍ପିକ୍ସ : ସଚିନ୍‌ ସରଜେରାଓଙ୍କୁ ରୌପ୍ୟ

ପ୍ୟାରିସ୍‌ ପାରାଲିମ୍ପିକ୍ସରେ ଭାରତକୁ ଆଉ ଏକ ପଦକ ମିଳିଛି। ବୁଧବାର ପୁରୁଷ ଏଫ୪୬ ସଟ୍‌ ପୁଟ୍‌ରେ ସଚିନ୍‌ ସରଜେରାଓ ଖିଲାରି ୧୬.୩୨ ମିଟରର ଶ୍ରେଷ୍ଠ ଥ୍ରୋ ସହିତ…

ସମୁଦ୍ରରେ ବୁଡ଼ି ପର୍ଯ୍ୟଟକ ମୃତ

ସମୁଦ୍ରରେ ଗାଧୋଇବା ବେଳେ ବୁଡ଼ିଗଲେ ପର୍ଯ୍ୟଟକ। ପୁରୀ ସ୍ୱର୍ଗଦ୍ୱାର ନିକଟ ସମୁଦ୍ରରେ ଗାଧୋଇବା ବେଳେ ଜଣେ ବଙ୍ଗୀୟ ପର୍ଯ୍ୟଟକ ବୁଡି ଯାଇଛନ୍ତି । ତେବେ ତାଙ୍କୁ ଉଦ୍ଧାର…

ନାଗାଲାଣ୍ଡରେ ପ୍ରବଳ ବର୍ଷା ସହ ଭୂସ୍ଖଳନ : ଜଣେ ମୃତ, ଅନେକ ନିଖୋଜ

ନାଗାଲାଣ୍ଡର ଚୁମୌକେଦିମା ଜିଲ୍ଲାରେ ପ୍ରବଳ ବର୍ଷା ସହ ଭୂସ୍ଖଳନ ଘଟିଛି। ଅନେକ ଘର ଏବଂ ଜାତୀୟ ରାଜପଥ-୨୯ର ଏକ ବଡ଼ ଅଂଶ କ୍ଷତିଗ୍ରସ୍ତ ହୋଇଛି। ଏଥିରେ ଜଣଙ୍କର…

ଯାନ୍ତ୍ରିକ ତ୍ରୁଟି ଯୋଗୁ ଅଟକିଲା କନ୍ୟାକୁମାରୀ ସୁପର ଫାଷ୍ଟ ଟ୍ରେନ୍‌

ଅଧାରାସ୍ତାରେ ଅଟକିଲା କନ୍ୟାକୁମାରୀ ସୁପର ଫାଷ୍ଟ ଟ୍ରେନ୍‌। ଭଦ୍ରକ ଜିଲ୍ଲାର ରାନ୍ଦିଆ ବାଉଦପୁର ଷ୍ଟେସନ୍ ନିକଟରେ ଅଟକିଛି ପୁରୀ-ବାଙ୍ଗିରିପୋଷୀ ଟ୍ରେନ୍। ପ୍ରାୟ ଦୁଇ ଘଣ୍ଟା ଧରି ଟ୍ରେନ୍‌ଟି…

ସେପ୍ଟେମ୍ବର ସୁଦ୍ଧା ହିତାଧିକାରୀଙ୍କୁ ନୂଆ ରାସନ କାର୍ଡ : ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

ସେପ୍ଟେମ୍ବର ସୁଦ୍ଧା ହିତାଧିକାରୀଙ୍କୁ ନୂଆ ରାସନ କାର୍ଡ ଦିଆଯିବ। ଆଜି ଏନେଇ ବିଧାନସଭାରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । ପୁରୁଣା କାର୍ଡରେ…