ଲ୍ୟାଣ୍ଡିଂ ବେଳେ ବିମାନରେ ଲାଗିଲା ନିଆଁ

ପୁଣି ଆଉ ଏକ ବିମାନ ଦୁର୍ଘଟଣାଗ୍ରସ୍ତ। ଲ୍ୟାଣ୍ଡିଂ ବେଳେ ହୁ ହୁ ହୋଇ ଜଳିଗଲା ବିମାନ। ତେବେ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ। ଦକ୍ଷିଣ କୋରିଆ ବିମାନ ଦୁର୍ଘଟଣାଗ୍ରସ୍ତ…

ଚଳିତ ବର୍ଷର ଶେଷ ମନ୍‌ କୀ ବାତ୍‌..

ଚଳିତ ବର୍ଷର ମୋଦିଙ୍କ ଶେଷ ମନ୍‌ କୀ ବାତ୍‌। ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ମନ୍ କୀ ବାତ୍‌ର ୧୧୭ତମ ଅଧ୍ୟାୟରେ ସମ୍ବିଧାନ ସମ୍ବନ୍ଧରେ ଅନେକ…

ଗ୍ରାର୍ଲଫ୍ରେଣ୍ଡକୁ କୋଟିରେ ଭେଟି

୨୩ ବର୍ଷୀୟ ଯୁବକର କାରସାଦୀ ଶୁଣିଲେ ଆଶ୍ଚର୍ଯ୍ୟ ହେବେ । ଠିକାରେ କରୁଥିଲେ ଚାକିରି। ପୋଷ୍ଟ ଥିଲା କମ୍ପ୍ୟୁଟର ଅପରେଟର। ଦରମା ପୁଣି ମାତ୍ର ୧୩ ହଜାର।…

ଶଙ୍ଖ ଭବନରେ ମାରପିଟ୍

ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି ବିଜେଡିର ଗୋଷ୍ଠୀ କନ୍ଦଳ । ବିଜେଡି ପ୍ରତିଷ୍ଠା ଦିବସରେ ଶଙ୍ଖ ଭବନରେ ଅପ୍ରୀତିକର ପରିସ୍ଥିତି । କର୍ମୀଙ୍କ ମଧ୍ୟରେ ବିଶୃଙ୍ଖଳା ଏବେ…

ଭାଗ ଚାଷୀଙ୍କ ଆତ୍ମହତ୍ୟା

କ୍ଷତିଗ୍ରସ୍ତ ଧାନକୁ ନେଇ ଶେଷରେ ଆତ୍ମହତ୍ୟା କଲା ଭାଗ ଚାଷୀ । ଏଭଳି ଏକ ହୃଦୟବିଦାରକ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ବଡମାଧପୁରର ପଞ୍ଚାୟତର…

କୋରେଇରେ ପୁଣି ତେଜିଲା ରାଜନୀତି

 କୋରେଇରେ ପୁଣି ତେଜିଲା ରାଜନୀତି l ଯେଉଁମାନେ ବିଜେଡି ଛାଡ଼ୁଛନ୍ତି ସେମାନେ ଦଲାଲ ବୋଲି ଖୋଲା ମଞ୍ଚରେ କହିଥିଲେ ବବି ।  ଯାହାକୁ ନେଇ ତେଜୁଛି ରାଜନୀତି…

ଭଟିଣ୍ଡାରେ ମର୍ମନ୍ତୁଦ ଦୁର୍ଘଟଣା

ପଞ୍ଜାବ ଭଟିଣ୍ଡାରେ ମର୍ମନ୍ତୁଦ ଦୁର୍ଘଟଣା। ନାଳକୁ ବସ ଖସି ୮ ଜଣଙ୍କ ମୃତ୍ୟୁ ହୋଇଛି। ଅନେକ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି…

ଆତଙ୍କବାଦୀ ଅବଦୁଲ ରହମାନ ମକ୍କି ମୃତ

୨୬/୧୧ ଆକ୍ରମଣର ଅଭିଯୁକ୍ତ ଆତଙ୍କବାଦୀ ଅବଦୁଲ ରହମାନ ମକ୍କି ମୃତ। ମୁମ୍ୱାଇ ଆକ୍ରମଣର ଅଭିଯୁକ୍ତ ଅବଦୁଲ ରେହମାନ ମକ୍କିଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।  ମକ୍କି…

ଅମିତ ଶାହାଙ୍କ ଓଡିଶା ଗସ୍ତ ସ୍ଥଗିତ

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଓଡିଶା ଗସ୍ତ ସ୍ଥଗିତ। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ବିୟୋଗରେ ୭ ଦିନିଆ ରାଷ୍ଟ୍ରୀୟ ଶୋକ ପାଇଁ ଶାହାଙ୍କ ଗସ୍ତ ସ୍ଥଗିତ।…

ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ବୃଦ୍ଧି

ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ ବୃଦ୍ଧି। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ୧ ବର୍ଷ ପାଇଁ ବଢିଲା। କ୍ୟାବିନେଟ ନିଯୁକ୍ତି କମିଟି ସିଏସଙ୍କ କାର୍ଯ୍ୟକାଳ…