ନିଆରା ପଶୁପକ୍ଷୀ ପ୍ରେମୀ ଶୁଭ୍ରାଂଶୁ

 କେନ୍ଦୁଝର ସହର ବଣିଆପାଟ ଅଞ୍ଚଳର ନିଆରା ପଶୁପକ୍ଷୀ ପ୍ରେମୀ ଶୁଭ୍ରାଂଶୁ ମହାନ୍ତି। କୁକୁର, ବିଲେଇ, ଠେକୁଆ ଓ ମୂଷା ସହିତ ରଖିଛନ୍ତି ୨ଶହରୁ ଉର୍ଦ୍ଧ୍ୱ ବିଭିନ୍ନ ପ୍ରଜାତିର…

ନୁଆପାଲୀ ଗ୍ରାମର ସୁଜନ୍ତ ନାୟକଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାଶ

ଗତ ୨୦ ତାରିଖରେ କୋଲାବିରା ଥାନା ଅନ୍ତର୍ଗତ ନୁଆପାଲୀ ଗ୍ରାମର ସୁଜନ୍ତ ନାୟକଙ୍କ ହତ୍ୟା ଘଟଣା। କେଲେଣ୍ଡାମାଲ ରାସ୍ତାରେ ନିର୍ମମ ଭାବରେ ହତ୍ୟା କରାଯାଇଥିବା ନେଇ ତାଙ୍କ…

୨୮ରେ ଭୁବନେଶ୍ୱର ଗସ୍ତରେ ଆସିବେ ଶାହ

ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ୨୯ ସନ୍ଧ୍ୟାରେ ଫେରିଯିବେ । ସମ୍ୱଲପୁର ଗସ୍ତ ନାହିଁ ବୋଲି ସୂଚନା ଦେଲେ ବିଜେପି ରାଜ୍ୟ ପ୍ରଭାରୀ…

ଅଦିନିଆ ବର୍ଷା- ଚାଷୀର ଆହାର ଛଡ଼ାଇନେଲା

ବିଲରେ କଟା ଧାନ ଗଜା ହେଲାଣି। ବିଲରେ ହିଁ ନଡ଼ା ପଚିଗଲାଣି। ଚାଷୀ କାଟିପାରୁନି କି ଅମଳ କରିପାରୁନି। ଲଘୁଚାପଜନିତ ବର୍ଷା ସବୁ ଛଡ଼ାଇନେଇଛି। ଗଜା ମରୁଡ଼ି,…

କର୍ଣ୍ଣାଟକରେ ଦୁଇ ଦିନିଆ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ

କର୍ଣ୍ଣାଟକର ବେଲଗାଭିରେ ଆରମ୍ଭ ହୋଇଛି ଦୁଇ ଦିନିଆ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ। ଦଳର ଆଗାମୀ ରଣନୀତି, ଆସୁଥିବା ଆହ୍ୱାନକୁ କେମିତି ମୁକାବିଲା କରାଯିବ, ସେ ନେଇ ବିସ୍ତୃତ…

ଅର୍ଜୁନ ରାମ ମେଘାଓ୍ୱାଲଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ରାଜନୀତି ତେଜ

 ମୀରାବାଇଙ୍କ ବ୍ୟକ୍ତିତ୍ୱ ଓ ସାଂସାରିକ ଜୀବନକୁ ନେଇ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ରାମ ମେଘାଓ୍ୱାଲଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ରାଜନୀତି ତେଜିଛି। ମନ୍ତ୍ରୀ କହିଛନ୍ତି, ମୀରାବାଈଙ୍କ ବିବାହର ବର୍ଷକ…

ଅଦିନିଆ ବର୍ଷାରେ ଫସଲ ଉଜୁଡି ଯିବାରୁ  ଟଳିପଡିଲେ ଚାଷୀ

ଅଦିନିଆ ବର୍ଷାରେ ଚାଷୀଙ୍କ ଫସଲ ଉଜୁଡି ଯିବାରୁ  ଦୁଶ୍ଚିନ୍ତାରେ ଜମିରୁ ଫେରି ଟଳି ପଡିଲେ ଚାଷୀ। ଛାତିରେ ଯନ୍ତ୍ରଣା ଅନୁଭବ ହେଲା ଆଉ ସଙ୍ଗେ ସଙ୍ଗେ ତାଙ୍କର…

ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ

ଆଜି ବିଜୁ ଜନତା ଦଳର ୨୮ ତମ ପ୍ରତିଷ୍ଠା ଦିବସ। ଏହି ଅବସରରେ ଗଞ୍ଜାମ ଜିଲ୍ଲା ପୋଲସରା ନିର୍ବାଚନ ମଣ୍ତଳୀର ପୂର୍ବତନ ବିଧାୟକ ତଥା ପୂର୍ବତନ ଶ୍ରମ…

ଚାଷୀଙ୍କୁ ହଇରାଣ କଲେ ହେବ କଡା ଆକ୍ସନ :  ରାଜସ୍ୱ ମନ୍ତ୍ରୀ

ଫସଲ ବୀମା ନେଇ ବୀମା କମ୍ପାନୀଙ୍କୁ ରାଜସ୍ୱ ମନ୍ତ୍ରୀଙ୍କ କଡା ଚେତାବନୀ। ଚାଷୀଙ୍କୁ ହଇରାଣ କଲେ କି ଟାଳଟୁଳ ନୀତି ଦେଖାଇଲେ କଡା ଆକ୍ସନ ନେବେ ସରକାର।…

ଏଫଏକ୍ୟୁ ମାନ ଉପରେ କମ୍ପ୍ରମାଇଜ କରିହେବନି : ଯୋଗାଣ ମନ୍ତ୍ରୀ

ଏଫଏକ୍ୟୁ ମାନରେ କେତେ କୋହଳ କରିହେବ  ସେନେଇ ନିଷ୍ପତ୍ତି ନେବେ ଜିଲ୍ଲାପାଳ।  ଜିଲ୍ଲା ସ୍ତରରେ ଚାଷୀ ଏବଂ ଜିଲ୍ଲାପାଳ ବସି ନିଷ୍ପତ୍ତି କରିବେ।  ଏନେଇ ସୂଚନା ଦେଲେ…

ପୁରୀ ସମୁଦ୍ରରେ ଭାସି ଜଣେ ପର୍ଯ୍ୟଟକ ନିଖୋଜ

ପୁରୀ ସମୁଦ୍ରରେ ଅଘଟଣ l ସ୍ନାନ ବେଳେ ପର୍ଯ୍ୟଟକ ନିଖୋଜ l ବରଗଡ଼ ଅଞ୍ଚଳର ଶୁଭ ପାତ୍ର ସାଙ୍ଗମାନଙ୍କ ସହ ଗାଧଉଥିବା ବେଳେ ସମୁଦ୍ରରେ ଭାସି ନିଖୋଜ…