ଯବାନ-ନକ୍ସଲ ଗୁଳି ବିନିମୟ, ୨ ଯବାନ ଆହତ

ସୁରକ୍ଷାକର୍ମୀ କ୍ୟାମ୍ପ ଉପରେ ମାଓବାଦୀଙ୍କ ଆକ୍ରମଣ । ଯବାନ- ନକ୍ସଲ ଗୁଳି ବିନିମୟ । ୨ କୋବ୍ରା ଯବାନ ଆହତ ହୋଇଛନ୍ତି । ଛତିଶଗଡ଼ ସୁକମା ଜିଲ୍ଲା…

ସାନ୍‌ଙ୍କ ଘରେ ଲାଗିଲା ନିଆଁ

ବଲିଉଡ ସିଙ୍ଗର୍‌ ସାନ୍‌ଙ୍କ ଘରେ ଲାଗିଲା ନିଆଁ । ବଲିଉଡର ଜଣାଶୁଣା ସିଙ୍ଗର୍ ସାନଙ୍କ ଘରେ ଲାଗିଲା ନିଆଁ । ବିଳମ୍ବିତ ରାତିରେ ତାଙ୍କ ଘରେ ଭୟଙ୍କର…

ପାରାଦୀପରୁ ପୁଣି ଦୁଇ ସନ୍ଦିଗ୍ଧ ପାରା ଉଦ୍ଧାର

ବନ୍ଦର ନଗରୀ ପାରାଦୀପରୁ ପୁଣି ଦୁଇ ସନ୍ଦିଗ୍ଧ ପାରା ଉଦ୍ଧାର। ଏମାନଙ୍କ ଗୋଡ଼ରେ କିଛି ବୈଦ୍ୟୁତିକ ଯନ୍ତ୍ର ଲଗାଯାଇଥିବା ଦେଖିବାକୁ ମିଳିଛି । ପ୍ରଥମେ ଏହି ଦୁଇଟି…

କାଲିଫର୍ଣ୍ଣିଆରେ ଡ୍ରଗ୍ସ ମାଫିଆଙ୍କୁ ଶୁଟ୍ ଆଉଟ୍‌

ଆମେରିକା କାଲିଫର୍ଣ୍ଣିଆରେ ଶୁଟ୍ ଆଉଟ୍ରେ ଟଳିଲା ପଞ୍ଜାବର ଡ୍ରଗ୍ସ ମାଫିଆ। ସୁନୀଲ ଯାଦବ ଓରଫ ଗୋଲିକୁ ଗୁଳି କରି ହତ୍ୟା କରିଛି ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ। ସୁନୀଲକୁ…

ଜିଲ୍ଲା କଂଗେସ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ବାଲେଶ୍ୱରରେ ରାଜରାସ୍ତାରେ ଗର୍ଜିଲା କଂଗେସ। ଜିଲ୍ଲା କଂଗେସ ପକ୍ଷରୁ ଗୃହମନ୍ତ୍ରୀ ଅମିତ ଶାହାଙ୍କ ବରଖାସ୍ତ ଦାବି କରି ପ୍ରଦର୍ଶନ  ସହ ଜିଲ୍ଲାପାଳଙ୍କୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର…

ସରକାରୀ ସ୍କିମ୍- ମାସକୁ ହଜାରେ ପାଉଛନ୍ତି ସନି ଲିଓନି!

ହିତାଧିକାରୀ ତାଲିକାରେ ଅଭିନେତ୍ରୀ ତଥା ମଡେଲ୍ ସନି ଲିଓନି। ଛତିଶଗଡ଼ର ମହାତ୍ରି ବନ୍ଦନା ଯୋଜନାର ହିତାଧିକାରୀ ସାଜିଛନ୍ତି ସନି। ଏହି ଯୋଜନା ମହିଳା ସଶକ୍ତିକରଣ ଉଦ୍ଦେଶ୍ୟରେ ହୋଇଛି।…

ନିର୍ବାଚନ ଅଧିକାରୀଙ୍କୁ ମାଗିଲେ ମିଳୁନି ତଥ୍ୟ

ଇଭିଏମରେ ପଡ଼ିଥିବା ଭୋଟ ଓ ଗଣତି ଭୋଟ ଭିତରେ ତାଳମେଳ ନାହିଁ। ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ତଥ୍ୟ ମାଗିଲେ ମିଳୁନି। ଏହାର ଅନୁଧ୍ୟାନ ଲାଗି ସିଇଓଙ୍କୁ କେନ୍ଦ୍ର…

ଟେଲିକମ୍‌ କମ୍ପାନୀଙ୍କୁ ଜରିମାନା

ଟେଲିକମ୍‌ କମ୍ପାନିଙ୍କୁ ଜରିମାନା । ୧୪୧ କୋଟିର ଜରିମାନା କମ୍ପାନୀ ଗୁଡିକ ଉପରେ ଲାଗିଛି । ଟେଲିକମ ଉପଭୋକ୍ତାଙ୍କ ଲାଗି ସ୍ପାମ୍ କଲ୍ ଏବଂ ମେସେଜ୍ ଚିନ୍ତାଜନକ…

ବୋରୱେଲରେ ଫସି ରହିଛି ୩ ବର୍ଷର ଶିଶୁ

ପୁଣି ବୋରୱେଲରେ ଅଘଟଣ । ରାଜସ୍ଥାନ କୋଟାପୁଟିଲିର ଏକ ବୋରୱେଲରେ ୩ ବର୍ଷୀୟ ଶିଶୁ ଖସି ପଡିଛି। କୋଟାପୁଟିଲି-ବେହଲୋର ଜିଲ୍ଲାର ୩ ବର୍ଷୀୟ ଶିଶୁ ଚେତନା ୭୦୦…

ବଜେଟ୍‌ ଦିନ ଖୋଲିବ ଷ୍ଟକ୍ ମାର୍କେଟ୍

ବଜେଟ୍‌ ଦିନ ଖୋଲିବ ଷ୍ଟକ୍ ମାର୍କେଟ୍ । ଏଥର ଫେବ୍ରୁଆରି ପହିଲାରେ କେନ୍ଦ୍ର ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ତେଣୁ ସେହିଦିନ ଷ୍ଟକ୍ ବଜାର…

କମୁଛନ୍ତି ‘ଜିଓ’ ଉପଭୋକ୍ତା, ଟେନସନରେ ଅମ୍ବାନୀ

ଜିଓ ଉପଭୋକ୍ତା କମିବାକୁ ନେଇ ଟେନସନରେ ଅମ୍ବାନୀ । ବ୍ୟବସାୟୀ ତଥା ଦେଶର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ଜିଓ ଭାରତର ଜଣାଶୁଣା…