ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଟେଲିଫୋନରେ କଥା ହେଲେ ମୁଖ୍ୟମନ୍ତ୍ରୀ, ବର୍ତମାନର ସ୍ଥିତି ସମ୍ପର୍କରେ କଲେ ଅବଗତ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଟେଲିଫୋନ ଯୋଗେ କଥାବାର୍ତା ହୋଇଛନ୍ତି । ଏହି କଥାବାର୍ତା ବେଳେ ସେ…

ବାହାନଗା ଟ୍ରେନ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ମିଳିବ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା

ଭୁବନେଶ୍ୱର : ବାଲେଶ୍ୱର ଜିଲ୍ଲାର ବାହାନଗା ଠାରେ ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣାରେ ମୃତକ ଓ ଆହତଙ୍କ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁକମ୍ପାମୂଳକ ରାଶି ପ୍ରଦାନ…

ବାହାନଗା ରେଳ ଦୁର୍ଘଟଣା: ବିଏମସି ପକ୍ଷରୁ ଜାରି ହେଲା ହେଲ୍ପ ଲାଇନ୍ ନମ୍ବର

ଭୁବନେଶ୍ୱର : ବାଲେଶ୍ବର ଜିଲ୍ଲା ବାହାନଗା ରେଳ ଦୁର୍ଘଟଣାରେ ମୃତାହତ ବ୍ୟକ୍ତି ମାନଙ୍କ ସମ୍ପର୍କରେ ସୂଚନା ଦେବାକୁ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ହେଲ୍ପ ଲାଇନ୍…

ବାହାନଗା ରେଳ ଦୁର୍ଘଟଣା : ଇଂଟରଲକିଂ ସିଷ୍ଟମ୍ ଫେଲ୍ ପାଇଁ ଦୁର୍ଘଟଣା ଘଟିଲା – ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ

ଭୁବନେଶ୍ଵର : ବାଲେଶ୍ଵର ବାହାନଗା ନିକଟରେ ଘଟିଥିବା ଭୟଙ୍କର ଟ୍ରେନ୍ ଦୁର୍ଘଟଣା ଇଂଟରଲକିଂ ସିଷ୍ଟମ୍ ଫେଲ୍ ଯୋଗୁଁ ଘଟିଛି । ତଦନ୍ତ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଥିବା…

ସାଂସଦଙ୍କ କୁଡୁମୁଲୁଗୁମ୍ମା ଗସ୍ତ : ଜନସାଧାରଣଙ୍କ ସମସ୍ୟା, ଆପତ୍ତି ଓ ଅଭିଯୋଗ ଶୁଣିଲେ

ମାଲକାନଗିରି : ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ କୁଡୁମୁଲୁଗୁମ୍ମା ସ୍ଥିତ ହନୁମାନ ମନ୍ଦିର ପ୍ରାଙ୍ଗଣରେ ଗତକାଲି ଆୟୋଜିତ ଜନ ସମ୍ପର୍କ ଓ ସମ୍ବାଦ ଅଭିଯାନରେ ନବରଙ୍ଗପୁର ଲୋକସଭା…

ପ୍ରତି ଜିଲ୍ଲା ସଦର ମହକୁମାରେ ପ୍ରତିଷ୍ଠା ହେବ କାଳିଆ ସେଂଟର, ଚାଷୀମାନଙ୍କ ପାଇଁ ବିଭନ୍ନ ସରକାରୀ ଯୋଜନାର ୱାନ୍ ଷ୍ଟପ୍ ସେଂଟର ହେବ: କୃଷି ମନ୍ତ୍ରୀ

ଭୁବନେଶ୍ୱର : ପ୍ରତି ଜିଲ୍ଲାରେ କାର୍ଯ୍ୟକ୍ଷମ ହେବ ‘କାଳିଆ‘ ସେଂଟର । ରାଜ୍ୟ ସରକାରଙ୍କ ଦ୍ୱାରା କୃଷି ଓ କୃଷକଙ୍କ କଲ୍ୟାଣ ନିମନ୍ତେ କାଳିଆ ସମେତ ପ୍ରମୁଖ…

ବାହାନଗା ଟ୍ରେନ ଦୁର୍ଘଟଣାର ଆହତ ଯାତ୍ରୀଙ୍କ ପାଇଁ ଛାତ୍ର କଂଗ୍ରେସ ପକ୍ଷରୁ ରକ୍ତଦାନ ଶିବିର

ଭୁବନେଶ୍ୱର : ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ଶନିବାର ବାହାନଗା ଟ୍ରେନ ଦୁର୍ଘଟଣାର ଆହତ ଯାତ୍ରୀଙ୍କ ପାଇଁ ରେଡକ୍ରସ ଭବନ ଭୁବନେଶ୍ୱର ଠାରେ ରକ୍ତଦାନ ଶିବିର ଆୟୋଜିତ…

ରେଳମନ୍ତ୍ରୀ ଇସ୍ତଫା ଦିଅନ୍ତୁ, ଦୁର୍ଘଟଣା ସ୍ଥଳ ପରିଦର୍ଶନ ପରେ ସମାଜବାଦୀ ପାର୍ଟିର ଦାବି

ଭୁବନେଶ୍ୱର : ଜୁନ୍ ୨, ୨୦୨୩ ଓଡ଼ିଶା ତଥା ଭାରତ ବର୍ଷର ରେଳ ଦୁର୍ଘଟଣା ଇତିହାସରେ ଏକ କଳାଦିନ । ହାୱାଡାରୁ ଚେନ୍ନାଇ ଯାଉଥିବା କରମଣ୍ଡଳ ଏକ୍ସପ୍ରେସ୍…

ନେଭାର କାର୍ଯ୍ୟକାରିତା ନେଇ ସମୀକ୍ଷା କଲେ କାର୍ଯ୍ୟକାରୀ ବାଚସ୍ପତି

ଭୁବନେଶ୍ୱର : ଆଜି କାର୍ଯ୍ୟକାରୀ ବାଚସ୍ପତି ରଜନୀକାନ୍ତ ସିଂହ ବିଧାନସଭାସ୍ଥିତ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ବିଧାନସଭାର କମ୍ପ୍ୟୁଟରୀକରଣ ବ୍ୟବସ୍ଥା ଓ ନ୍ୟାସ୍ନାଲ ଇ-ବିଧାନ (ନେଭା)ର କାର୍ଯ୍ୟକାରିତା ନେଇ…

ମୋ ଘର ଯୋଜନାକୁ ସଫଳ କରିବା ନିମନ୍ତେ ବ୍ଲକ ସ୍ତରୀୟ ପ୍ରଶିକ୍ଷଣ ଓ ସଚେତନତା ବୈଠକ

ଜୟପୁର : ଓଡିଶା ସରକାରଙ୍କ ତରଫରୁ ଗ୍ରାମ୍ୟଞ୍ଚଳରେ ଗୃହ ସହାୟତା ନିମନ୍ତେ ମୋ ଘର ଯୋଜନାର ସଫଳ ରୁପାୟନ ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇଛି ।…

ପୁରୀ ରେଲୱେ ଷ୍ଟେସନରେ ଅଟକି ରହିଥିବା ଯାତ୍ରୀ ମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଖାଦ୍ୟ ଓ ପାନୀୟ ଜଳ ବଂଟନ

ପୁରୀ : ବାଲେଶ୍ଵର ବାହାନଗା ନିକଟରେ ଘଟିଥିବା ରେଳ ଦୁର୍ଘଟଣା ପାଇଁ ପୁରୀ ରେଲୱେ ଷ୍ଟେସନରେ ଅଟକି ରହିଥିବା ଯାତ୍ରୀ ମାନଙ୍କୁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ…

ଝଲସୁଛି ସ୍ନାନବେଦି, ଭକ୍ତଙ୍କୁ ଦର୍ଶନ ଦେବେ ଦୀନବନ୍ଧୁ : ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ମାର୍କେଟ ଛକରୁ ବ୍ୟାରିକେଡ଼

ପୁରୀ : ଭକ୍ତପ୍ରିୟ ଭଗବାନ ଗୀଷ୍ମ ତାତିରୁ ରକ୍ଷା ପାଇଁ ଭଗବାନ ମଧ୍ୟ ସ୍ନାନ କରିବେ । ଏଥିପାଇଁ ସ୍ନାନବେଦି ସଜେଇ ହୋଇଛି । ପାରମ୍ପରିକ ଚିତ୍ରକରମାନେ…