ମୁଥ ମାରିଲେ ଟାଇସନ- ପରିଣାମ ଭୋଗିବ କହି ଚେତାବନୀ ଦେଲେ ପଲ୍

ଟେନସନ ଦେଲେ ମାଇକ୍ ଟାଇସନ୍। ବ୍ଲକବଷ୍ଟର ବକ୍ସିଂ ମ୍ୟାଚରେ ଫେସ-ଅଫ ବେଳେ ପ୍ରତିପକ୍ଷ ଜୈକ୍ ପଲଙ୍କୁ ଚାପୁଡ଼ା ମାରିଛନ୍ତି ଟାଇସନ୍।  ୫୮ ବର୍ଷୀୟ ମାଇକ୍ ଟାଇସନଙ୍କ ବାଉଟ୍…

ନିଆଁରେ ଘିଅ ଢାଳନ୍ତୁନି ଓକିଲ-ମାଡ୍ରାସ ହାଇକୋର୍ଟ

ବୈବାହିକ ବିବାଦୀୟ ମାମଲାରେ ନିଆଁ ଲଗାନ୍ତୁନି ଓକିଲ। ଏ ସମ୍ପର୍କରେ ମାଡ୍ରାସ ହାଇକୋର୍ଟ ବାର୍ କାଉନସିଲ ଅଫ ଇଣ୍ଡିଆକୁ ଗାଇଡଲାଇନ୍ ଫ୍ରେମ୍ କରିବାକୁ ନିର୍ଦେଶ ଦେଇଛନ୍ତି। ବୈବାହିକ…

ନଭେମ୍ୱର ୧୫- କୋହଲିଙ୍କ ଲାଗି ଐତିହାସିକ ମୂହୂର୍ତ୍ତ- ସାକ୍ଷୀ ଓ୍ୱାଙ୍ଖଡେ ଓ ତେନ୍ଦୁଲକର

ଆଜିକୁ ଠିକ୍ ବର୍ଷକ ତଳେ କ୍ରିକେଟର କୋହଲି ନିଜର ୫୦ତମ ସେଞ୍ଚୁରୀ ମାରିବାର ରେକର୍ଡ ରଚିଥିଲେ। ନ୍ୟୁଜିଲାଣ୍ଡ ବିରୁଦ୍ଧରେ ସେଞ୍ଚୁରୀ ସ୍କୋର୍ କରିଥିଲେ ବିରାଟ କୋହଲି। ବିଶ୍ୱ…

ନେତାଙ୍କ ପତ୍ନୀ ରିଲ୍ସ କରିବେ- ଆମେ କାହିଁକି ଧର୍ମ ରକ୍ଷାର ଠିକା ନେବା- କହ୍ନେୟା କୁମାର

ଧର୍ମ ସଂରକ୍ଷଣକୁ ନେଇ କହ୍ନେୟା କୁମାରଙ୍କ କଡ଼ା କଟାକ୍ଷ। ବିଜେପି ଓ ଆରଏସଏସକୁ କଡ଼ା ସମାଲୋଚନା କରିବା ସହ ପରାମର୍ଶ ବି ଦେଇଛନ୍ତି। ଯିଏ ଧର୍ମ ବଞ୍ଚାଇବାକୁ…

ବୀମା ପାଇବାକୁ ମିଛ ଅପରେସନ

 ଗୁଜରାଟରେ ମାତିଛନ୍ତି ଜାଲି ଡାଇଗ୍ନୋଷ୍ଟିକ ରାକେଟ। ଉତ୍ତମ ସ୍ୱାସ୍ଥ୍ୟ ଥିବା ଗାଁ ଲୋକଙ୍କୁ ଅନାବଶ୍ୟକୀୟ ଆଞ୍ଜିଓପ୍ଲାଷ୍ଟି କରି ଇନସ୍ୟୁରାନ୍ସ ଦାବି କରିବାକୁ କିଛି ଡାକ୍ତର ଓ ହସ୍ପିଟାଲ…

ନିଶାରେ ଦ୍ରୁତ ଗାଡ଼ି ଚାଳନା ନେଇଗଲା ୬ ଜୀବନ

 ନିଶାରେ ଦ୍ରୁତଗାଡ଼ି ଚାଳନା ନେଇଗଲା ୬ଜଣଙ୍କ ଜୀବନ। ଡେରାଡୁନରେ ହୋଇଥିବା ମର୍ମନ୍ତୁଦ ଦୁର୍ଘଟଣାରେ ୬ଜଣଙ୍କ ଜୀବନ ଯାଇଛି। ଏକ ବିଏମଡବ୍ଲୁ କାରକୁ ଓଭରଟେକ୍ ବେଳେ ଦୁର୍ଘଟଣା ଏତେ…

ସଂସଦରେ ରୋଚକ ଦୃଶ୍ୟ , ମାଓରୀ ନାଚ କରି ବିଲ୍ ଫାଡ଼ିଲେ ମହିଳା ସାଂସଦ

ମାଓରୀ ନାଚ କରି ବିଲ୍ ଫାଡ଼ିଲେ ମହିଳା ସାଂସଦ। ନ୍ୟୁଜିଲ୍ୟାଣ୍ଡର ସବୁଠୁ କନିଷ୍ଠ ମହିଳା ସାଂସଦଙ୍କ ଏଭଳି ଅଭିନବ ପ୍ରତିବାଦର ଭିଡ଼ିଓ ଭାଇରାଲ ପରେ ଯେତିକି ଚର୍ଚ୍ଚା,…

ପରକୀୟା ପ୍ରୀତିର ନିଶା ସାଙ୍ଘାତିକ , ନିଜର ନାବାଳକ ଦୁଇ ଛୁଆଙ୍କୁ ଚେଙ୍କ ଦେବାକୁ ପଛାଇଲାନି ମାଆ

ପରକୀୟା ପ୍ରୀତିର ନିଶା ସାଙ୍ଘାତିକ। ନିଜର ନାବାଳକ ଦୁଇ ଛୁଆଙ୍କୁ ଚେଙ୍କ ଦେବାକୁ ପଛାଇଲାନି ମାଆ। ତା ପୁଣି ପ୍ରେମିକର କଥାରେ। ମୈତ୍ରିବିହାର ଥାନା ଅନ୍ତର୍ଗତ ମହାବୀର…

ଆଗୁଆ ଜାମିନ ଆବେଦନ ଖାରଜ ପରେ ଏବେ ଅଡ଼ୁଆରେ ଜୟନାରାୟଣ ମିଶ୍ର

ଆଗୁଆ ଜାମିନ ଆବେଦନ ଖାରଜ ପରେ ଏବେ ଅଡ଼ୁଆରେ ଜୟନାରାୟଣ ମିଶ୍ର। ଜଣେ ମହିଳା ପୁଲିସ ଅଧିକାରୀଙ୍କୁ ଚାପୁଡ଼ା ମାରିବା ଘଟଣାରେ ଗଲା ଜାନୁଆରୀରେ ଅନ୍ତରୀଣ ସୁରକ୍ଷା…

ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜନ୍ମଜୟନ୍ତୀରେ ଆରୋପ ପ୍ରତ୍ୟାରୋପ ରାଜନୀତି

କିଏ ଆଦିବାସୀଙ୍କ ବିକାଶରେ ବାଧକ। କାହା ଅମଳରେ ଆଦିବାସୀଙ୍କୁ ଅଣଦେଖା ଓ ଅବହେଳା ହୋଇଛି। ଜନଜାତୀୟ ଗୌରବ ଦିବସ ତଥା ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜନ୍ମଜୟନ୍ତୀରେ…

ଭରତପୁର ଥାନାରେ ପୋଲିସ ଓ ମେଜର ବିବାଦ ଘଟଣା, ହାଜର ହୋଇଛନ୍ତି ମେଜର ଓ ବାନ୍ଧବୀ

ଭୁବନେଶ୍ୱର ଭରତପୁର ଥାନାରେ ପୋଲିସ ଓ ମେଜର ବିବାଦ ଘଟଣା। କମିଶନଙ୍କ ନିକଟରେ  ହାଜର ହୋଇଛନ୍ତି ମେଜର ଓ ବାନ୍ଧବୀ।ଏହି ମାମଲାରେ କମିଶନଙ୍କ ପ୍ରଥମ ବୈଠକ ଶେଷ…

ବାଂଲାଦେଶରେ ଇସ୍କନକୁ ବ୍ୟାନ୍ କରିବାକୁ ଜୋର ଧରିଛି ଦାବି

ଇସ୍କନ ଏକ ଆତଙ୍କବାଦୀ ସଂଗଠନ। ଏହାକୁ ବ୍ୟାନ୍ କରିବା ଦରକାର। ହେପାଜାତ-ଇ-ଇସଲାମ ନାମକ ସଂଗଠନ ଇସକନକୁ ର ଏଜେନ୍ସି ସହ ତୁଳନା କରି ଏହାକୁ ବ୍ୟାନ୍ କରିବାକୁ…