ସୁପ୍ରିମକୋର୍ଟରୁ ଗଣଦୁଷ୍କର୍ମ ପୀଡିତା ବିଲକିସ ବାନୁ ନିରାଶ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରୁ ଗୁଜୁରାଟ ଗଣ ଦୁଷ୍କର୍ମ ପୀଡିତା ବିଲକିସ ବାନୁ ନିରାଶ। ବିଲକିସଙ୍କ ପୁନର୍ବିଚାର ଯାଚିକାକୁ ଖାରଜ କଲେ। ଗଣଦୁଷ୍କର୍ମ ଓ ବିଲକିସଙ୍କ ପରିବାର ଲୋକଙ୍କୁ ହତ୍ୟା…

ଓବିସି ସଂରକ୍ଷଣ ସମ୍ବନ୍ଧିତ ଯାଚିକାର ଶୁଣାଣି କରିବେ ନାହିଁ ଏସସି

ଭୋପାଲ: ମଧ୍ୟପ୍ରଦେଶ ଓବିସି ସଂରକ୍ଷଣକୁ ନେଇ ଦାୟର ଯାଚିକା ଉପରେ ସର୍ବୋଚ୍ଚ ଅଦାଲତ କ୍ଷୁବ୍ଧ। ଏହି ମାମଲା ଦ୍ବାରା ଯାଚିକାକର୍ତ୍ତାଙ୍କୁ ଜରିମାନା କରିବାକୁ କହିବା ସହ ମାମଲାର…

ଗୋଧ୍ରା ଟ୍ରେନ ପୋଡି: ଦୋଷୀକୁ ଜାମିନ ଦେଲେ ସର୍ବୋଚ୍ଚ ନ୍ୟାୟାଳୟ

ନୂଆଦିଲ୍ଲୀ: ଗୋଧ୍ରା ଟ୍ରେନ ପୋଡି ଘଟଣାର ଅଭିଯୁକ୍ତକୁ ଜାମିନ ମଞ୍ଜୁର। ସୁପ୍ରିମକୋର୍ଟ ଗୁରୁବାର ଦିନ ଗୋଧ୍ରା ଘଟଣାର ଅନ୍ୟତମ ଦୋଷୀ ଫାରୁକକୁ ଜାମିନ ପ୍ରଦାନ କରିଛନ୍ତି। ସେ…

ପ୍ରତ୍ୟକ୍ଷ ପ୍ରମାଣ ବିନା ବି ଦୋଷୀ ସାବ୍ୟସ୍ତ ହେବେ ଭ୍ରଷ୍ଟ ଅଧିକାରୀ: ଏସସି

ନୂଆଦିଲ୍ଲୀ: ଭ୍ରଷ୍ଟାଚାରୀଙ୍କ ପାଇଁ ସୁପ୍ରିମକୋର୍ଟର ସତର୍କ ଘଣ୍ଟି। ଲାଞ୍ଚ ନେବା ଓ ଦେବା ଉଭୟ ମାମଲାରେ ପ୍ରତ୍ୟକ୍ଷ ପ୍ରମାଣ ନ ଥିଲେ ବି ହୋଇପାରେ ଦଣ୍ଡବିଧାନ। ପାରିପାର୍ଶ୍ବିକ…

କୁନ୍ଦ୍ରାଙ୍କ ଅଗ୍ରୀମ ଜାମିନକୁ ସୁପ୍ରିମକୋର୍ଟଙ୍କ ସବୁଜ ସଙ୍କେତ

ନୂଆଦିଲ୍ଲୀ: ଅଶ୍ଳୀଳ ଭିଡିଓ  ବିବାଦରେ ଛନ୍ଦି ହୋଇପଡିଥିବା ବ୍ୟବସାୟୀ ତଥା ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରାଙ୍କୁ ଆଶ୍ବସ୍ତି। କୁନ୍ଦ୍ରା ତଥା ସହଯୋଗୀ ପୁନମ ପାଣ୍ଡେ,…

ବିଲକିସ୍‌ ମାମଲାରୁ ନିଜକୁ ଦୂରେଇ ନେଲେ ଜଷ୍ଟିସ ତ୍ରିବେଦୀ

ନୂଆଦିଲ୍ଲୀ: ଗୁଜରାଟ ସରକାର ଦ୍ବାରା ୧୧ ଦୋଷୀଙ୍କୁ ଛଡାଯିବା ବିରୋଧରେ ସୁପ୍ରିମକୋର୍ଟରେ ଗଣଦୁଷ୍କର୍ମ ପୀଡିତା ବିଲକିସ୍‌ ବାନୁଙ୍କ ପୁନର୍ବିଚାର ଯାଚିକାର ଶଣାଣି ମଙ୍ଗଳବାର ସୁପ୍ରିମକୋର୍ଟରେ ହୋଇଛି। ତେବେ…

କେତେ କାଳ ଆଶୀଷ ରହିବେ ଜେଲରେ: ଏସସି

ନୂଆଦିଲ୍ଲୀ: ଲକ୍ଷ୍ମୀପୁର ଖେରୀ ମାମଲାରେ ଆଉ କେତେଦିନ ବନ୍ଦ ରହିବେ ଆଶୀଷ ମିଶ୍ରା? ଟ୍ରଏଲ କୋର୍ଟଙ୍‌କୁ ନିର୍ଦ୍ଦିଷ୍ଟ ସମୟ ସୂଚଇବାକୁ ସୁପ୍ରିମକୋର୍ଟଙ୍କ ତାଗିଦ। ଆଶୀଷ ମିଶ୍ରାଙ୍କ ଜାମିନର…

ବାର କାଉନସିଲ ଉପରେ ଅସନ୍ତୁଷ୍ଟ ସୁପ୍ରିମକୋର୍ଟ

() ବାର୍ କାଉନସିଲର ଆକ୍ସନ ଉପରେ ସନ୍ତୁଷ୍ଟ ନୁହଁନ୍ତି ସୁପ୍ରିମକୋର୍ଟ। ନିଲମ୍ୱନ ନୁହେଁ, କଠୋର ପଦକ୍ଷେପ ଆବଶ୍ୟକ। ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ନେଇ ଓଡ଼ିଶା ଭିନ୍ନ ଅନ୍ୟ…

ମ୍ୟାନହୋଲ ଉପରେ ଚିନ୍ତା ପ୍ରକଟ କଲେ ବମ୍ବେ ହାଇକୋର୍ଟ

ମୁମ୍ବାଇ: ମ୍ୟାନହୋଲକୁ ନେଇ ଚିନ୍ତା ପ୍ରକଟ କଲେ ବମ୍ବେ ହାଇକୋର୍ଟ। ମୁଖ୍ୟ ବିଚାରପତି ଜଷ୍ଟିସ ଦୀପଙ୍କର ଦତ୍ତା ଓ ଜଷ୍ଟିସ ଅଭୟ ଆହୁଜାଙ୍କ ଖଣ୍ଡପୀଠ ମୁମ୍ବାଇରେ ଥିବା…

ଆମ ନୈତିକତା କେଉଁ ସ୍ତରକୁ ଗଲାଣି: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଏବେ ଆମ ନୈତିକତା କେଉଁ ସ୍ତରକୁ ଖସିଗଲାଣି? ଗୋଆରେ କଂଗ୍ରେସ ବିଧାୟକଙ୍କ ଦଳ ବଦଳକୁ ନେଇ ହୋଇଥିବା ଏକ ଯାଚିକା ଉପରେ ଶୁଣାଣି ପାଇଁ ଅନୁମତି…

୪୯୮(ଏ)ରେ ମକଦ୍ଦାମା ଚାଲିଥିବା ପ୍ରାର୍ଥୀଙ୍କୁ ନିଯୁକ୍ତି ଦେବାକୁ ଏସସିଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ:  ସୁପ୍ରିମକୋର୍ଟ ଏମିତି ଜଣେ ଆଶାୟୀଙ୍କୁ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଯାହାଙ୍କ ଉପରେ ଆଇପିସିର ଧାରା ୪୯୮ (ଏ )ଅନ୍ତର୍ଗତ ମକଦମା ହୋଇଛି। ଆଶାୟୀ ପ୍ରମୋଦ…