ଭରତପୁର ଥାନା IICଙ୍କ ସମେତ ୫ ସସ୍‌ପେଣ୍ଟ

ଭୁବନେଶ୍ୱର ଭରତପୁର ଥାନାରେ ସେନା ଅଧିକାରୀ ଗୁରୁବଂଶ ସିଂ ଓ ତାଙ୍କ ବାନ୍ଧବୀଙ୍କୁ ଥାନାରେ ନିର୍ଯାତନା ମାମଲା । ୫ ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି ପୁଲିସ ଡିଜି ୱାଇ.ବି.…

ଜନ୍ମଦିନରେ ସୁଭଦ୍ରା ସ୍କିମର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି

ନିଜ ଜନ୍ମଦିନ ଅବସରରେ ଓଡ଼ିଶାରେ ସୁଭଦ୍ରା ସ୍କିମର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି। ୨୫ଲକ୍ଷ ହିତାଧିକାରୀଙ୍କ ଆକାଉଣ୍ଟକୁ ପ୍ରଥମ କିସ୍ତି ଭାବେ ୫ହଜାର ଟଙ୍କା ଲେଖାଏଁ ପଠାଇଛନ୍ତି।…

ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ କଡ଼ା ସୁରକ୍ଷା ବଳୟରେ ରାଜଧାନୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତକୁ ନେଇ କଡ଼ା ସୁରକ୍ଷା ବଳୟରେ ରାଜଧାନୀ । ରାଜଧାନୀ ଭୁବନେଶ୍ୱର ଏକ ପ୍ରକାର ପୁଲିସ୍‌ ଛାଉଣିରେ ପରିଣତ ହୋଇ ଯାଇଛି। ଗାଡ଼କଣ…

ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି, ସୁଭଦ୍ରା ଯୋଜନାର କରିବେ ଶୁଭାରମ୍ଭ

ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଏହି ଗସ୍ତ କାଳରେ ରାଜ୍ୟବାସୀଙ୍କର ବହୁ ପ୍ରତୀକ୍ଷିତ ସୁଭଦ୍ରା ଯୋଜନାର ଶୁଭାରମ୍ଭ ସହିତ ଏକାଧିକ ପ୍ରକଳ୍ପର ଶୁଭାରମ୍ଭ କରିବେ।…

ଆସନ୍ତା ୨ ଦିନ ଯାଏଁ ବର୍ଷା

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପରୁ ଅବପାତର ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଲାଗି ରହିଛି। ଏଥିସହ ଆସନ୍ତା ୨ ଦିନ ଯାଏଁ ବର୍ଷା ଲାଗି ରହିବ ବୋଲି ପାଣିପାଗ…

ଆଜି ବନ୍ଦେ ଭାରତ ଏକ୍ସପ୍ରେସ୍‌ର ଶୁଭାରମ୍ଭ

ଆଜି ବ୍ରହ୍ମପୁର-ଟାଟାନଗର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ୍‌ର ଶୁଭାରମ୍ଭ ହେବ । ଏହି ଟ୍ରେନର ଶୁଭାରମ୍ଭ  ବ୍ରହ୍ମପୁର ରେଲୱେ ଷ୍ଟେସନ ଠାରେ ଅନୁଷ୍ଠିତ ହେବ । ପ୍ରଧାନମନ୍ତ୍ରୀ…

କଟକରେ ବୀଭତ୍ସ କାଣ୍ଡ , ଜନ୍ମକଲା ମାଆ କୁ ହତ୍ୟା କଲେ ଦୁଇ ପୁଅ

ନିଜ ଜନ୍ମକଲା ମା’କୁ ହତ୍ୟା କଲେ ଦୁଇ ପୁଅ। ଏଭଳି ଅମାନବୀୟ ଘଟଣା ଘଟିଛି କଟକ ମହାନଗରର ମହାନଦୀ ବିହାର ଅଞ୍ଚଳରେ।ହତ୍ୟାକାଣ୍ଡ ଘଟାଇବା ପରେ ଜଣେ ପୁଅ…

ସାଇବର ଥାନାର ଦ୍ବାରସ୍ଥ ହେଲେ ଅଭିନେତା ମନୋଜ ମିଶ୍ର ଓ ପତ୍ନୀ ମମତା ନନ୍ଦ

ସାଇବର ଥାନାର ଦ୍ବାରସ୍ଥ ହେଲେ ଅଭିନେତା ମନୋଜ ମିଶ୍ର ଓ ପତ୍ନୀ ମମତା ନନ୍ଦ । ଦ୍ବିତୀୟ ବିବାହ ପରେ ମନୋଜଙ୍କ ନାମରେ କିଛି ସୋସିଆଲ ମିଡିଆରେ…

୨୦୨୫ ମାର୍ଚ୍ଚ ସୁଦ୍ଧା ରାଜ୍ୟର ସବୁ ଗାଁକୁ ବିଜୁଳି : ଶକ୍ତିମନ୍ତ୍ରୀ କେ.ଭି ସିଂଦେଓ

୨୦୨୫ ମାର୍ଚ୍ଚ ସୁଦ୍ଧା ରାଜ୍ୟର ସବୁ ଗାଁକୁ ବିଜୁଳି ସଂଯୋଗ କରାଯିବ। ଆଜି ବିଧାନସଭା ପ୍ରଶ୍ନକାଳରେ ବିଜୁଳି ସଂଯୋଗ ସମ୍ପର୍କରେ ଆଲୋଚନା ହେବା ବେଳେ ଏହା କହି…

ଆଜି ଶ୍ରୀମନ୍ଦିରରେ ରାଧାଷ୍ଟମୀ

ଆଜି ଶ୍ରୀମନ୍ଦିରରେ ରାଧାଷ୍ଟମୀ |।ଏହି ଅବସରରେ ଚକ୍ରରାଜ ସୁଦର୍ଶନଙ୍କ ଚଳନ୍ତି ପ୍ରତିମା ନଗର ପରିକ୍ରମା କରିବେ । ଆଜି ଅପରାହ୍ନରେ ସୁଦର୍ଶନ ମହାପ୍ରଭୁ ଶ୍ରୀମନ୍ଦିର ବେଢା ପରିକ୍ରମା…

ମନ୍ତ୍ରୀଙ୍କ ମହାନୀୟତା : ବିରୋଧୀଙ୍କୁ ପ୍ରଶଂସା

ବିରୋଧୀ ଦଳ ଯାହା କହୁଛନ୍ତି, ସେମାନେ ଜନତାର ସ୍ୱାର୍ଥ ସକାଶେ କହୁଛନ୍ତି। ସବୁ କଥାରେ ରାଜନୀତି କାହିଁକି ଖୋଜିବା। ବିରୋଧୀଙ୍କ ପ୍ରସ୍ତାବକୁ ସରକାର ସକରାତ୍ମକ ଢଙ୍ଗରେ ବିଚାର…

ବିଧାନସଭା ଉଦବେଗ :ବିଶୁଦ୍ଧ ପାଣି ସଙ୍କଟ

ନଦୀ ଶୁଖିଯାଉଛି। ପାଇବା ପାଣିର ଘୋର ସଙ୍କଟ ଲାଗିରହିବ। ବିଶୁଦ୍ଧ ପାଣି ମିଳୁନି। ଜଳ ସଂରକ୍ଷଣ ନେଇ କୌଣସି ଠୋସ୍ ପଦକ୍ଷେପ ନ ନେଲେ କୋଷ୍ଟାଲ ଓଡ଼ିଶାରେ…