ବଳଙ୍ଗା ନାବାଳିକା ପୋଡ଼ି- କିଏ କାହିଁକି ଲଗାଇଲା ନିଆଁ- ତେଜିଲା ରାଜନୀତି

ମୁହଁରେ ରୁମାଲ ପକାଇ ଆସିଥିଲେ ୩ ଦୁର୍ବୃତ୍ତ। ବାୟାବର ଗାଁରେ ଝିଅଟି ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ। ଝିଅଟି ଜଳୁଥିବା ଅବସ୍ଥାରେ ବଞ୍ଚାଅ ବଞ୍ଚାଅ ବୋଲି…

ପିପୁଲ୍ସ ଫ୍ରେଣ୍ଡଲି ହୋଇ କାମ କର- ଗଳାବାଟରେ ରେଜିଷ୍ଟ୍ରେସନ କଲେ ଭୋଗିବ ପରିଣତି

ସବ ରେଜିଷ୍ଟ୍ରାର ଅଫିସରେ କାମ କେମିତି ହୁଏ। ତାହାର ପୋଲ୍ ଖୋଲିଛନ୍ତି ନିଜେ ରାଜସ୍ୱ ସଚିବ। ସବ-ରେଜିଷ୍ଟ୍ରାରଙ୍କ ରାଜ୍ୟସ୍ତରୀୟ ସମ୍ମିଳନୀରେ ବିଷୋଦଗାର କରିଛନ୍ତି ସଚିବ। ନିଜକୁ ଦକ୍ଷ…

ନ୍ୟାୟ ପାଇଁ ନଛୋଡ଼ବନ୍ଧା- ବିରୋଧୀ ବନାମ ସରକାର

ଏଫଏମ ଛାତ୍ରୀ ମୃତ୍ୟୁ ମାମଲାରେ ରାଜନୀତି ଥମୁନି। କ୍ରାଇମବ୍ରାଞ୍ଚ ଟିମ୍ ତନାଘନା ଜାରି ରଖିଛି। ୟୁଜିସିର ୪ ଜଣିଆ ଟିମ୍ ବି ପହଞ୍ଚିସାରି ଘଣ୍ଟାଚକଟା ଆରମ୍ଭ କରିଛି।…

ସାଢେ ୫ଟା ପୂର୍ବରୁ କ୍ୟାମ୍ପସ ଛାଡ଼-ଘଣ୍ଟାକରେ ପ୍ରତ୍ୟାହୃତ

ବାଲେଶ୍ୱର ଏଫଏମ୍ କଲେଜରେ ଛାତ୍ରୀ ଆତ୍ମାହୁତି ଘଟଣା ପରେ ରେଭେନ୍ସା ବିଶ୍ୱବିଦ୍ୟାଳୟ ଜାରି କରିଛି ନିର୍ଦେଶନାମା । ବିଶ୍ୱ ବିଦ୍ୟାଳୟ ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ…

ଅଧିକ ରିଟର୍ଣ୍ଣର ପ୍ରଲୋଭନ ଦେଖାଇ ଦେଢ଼ କୋଟି ଠକିଥିଲେ- ଆଜି ପଡ଼ିଗଲେ କ୍ରାଇମବ୍ରାଞ୍ଚ ଜାଲରେ

ଚିଟଫଣ୍ଡ ଆଜି ବି କାୟା ମେଲାଇବସିଛି। କମ୍ ନିବେଶରେ ଅଧିକ ରିଟର୍ଣ୍ଣର ପ୍ରଲୋଭନରେ ପାଲରେ ଆଜି ବି ଲୋକେ ପଡ଼ି ହଇରାଣ ହେଉଛନ୍ତି। ଅନଲାଇନ ଗେମିଂ ପ୍ଲାଟଫର୍ମ…

୧୭ ଜୁଲାଇ ଓଡ଼ିଶା ବନ୍ଦକୁ ସଫଳ କରିବା ପାଇଁ ଆହ୍ଵାନ

ଆସନ୍ତାକାଲି ଓଡ଼ିଶା ବନ୍ଦ କୁ ସଫଳ କରିବାକୁ ରାଜ୍ୟବାସୀଙ୍କୁ ୮ଟି ରାଜନୈତିକ ଦଳ ତରଫରୁ ନିବେଦନ। ଭୁବନେଶ୍ୱରରେ ଆଠଟି ବିରୋଧୀ ରାଜନୈତିକ ଦଳ ଏକ ମିଳିତ ସାମ୍ବାଦିକ…

ଲାଞ୍ଚ ନେଇ ଧରାପଡ଼ିଲେ କନିଷ୍ଠ କିରାଣୀ- ବାଲିପାଟଣା ସବରେଜିଷ୍ଟ୍ରାର ଅଫିସରେ ଭିଜିଲାନ୍ସ

ଲାଞ୍ଚ ନେଲାବେଳେ ଧରାପଡ଼ିଲେ ବାଲିପାଟଣା ସବ-ରେଜିଷ୍ଟ୍ରାର ଅଫିସର କନିଷ୍ଠ କିରାଣୀ ସୁଶାନ୍ତ କୁମାର ସିଂ। ସୁଶାନ୍ତଙ୍କ ସହ ତାଙ୍କ ସହଯୋଗୀ ମହେନ୍ଦ୍ର ସାହୁଙ୍କୁ ବି ଧରିଛି ଭିଜିଲାନ୍ସ।…

ଆସନ୍ତାକାଲି ବାଲେଶ୍ୱର ବନ୍ଦ

ଆସନ୍ତା କାଲି ବାଲେଶ୍ବର ବନ୍ଦ। ଫକୀରମୋହନ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ବିସିଙ୍କ ଆତ୍ମହତ୍ୟା ଘଟଣାରେ ତାଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଆସନ୍ତା କାଲି ବିଜେଡି ପକ୍ଷରୁ ଆଠ…

ବାଲେଶ୍ୱର ପୀଡ଼ିତା ଆତ୍ମହତ୍ୟା ମାମଲା- ୟୁଜିସି ଗଠନ କଲା ଫ୍ୟାକ୍ଟ ଫାଇଣ୍ଡିଂ କମିଟି- ୭ ଦିନ ଭିତରେ ରିପୋର୍ଟ ତଲବ

ଏଫଏମ କଲେଜରେ ଛାତ୍ରୀ ଆତ୍ମହତ୍ୟା ମାମଲାରେ ଯୁଜିସି ଗଠନ କଲା ଫ୍ୟାକ୍ଟ ଫାଇଣ୍ଡିଂ କମିଟି। ଏହି କମିଟି ପୁରା ପ୍ରକରଣକୁ ଅନୁଧ୍ୟାନ କରିବା ସହ ଭବିଷ୍ୟତରେ ଏଭଳି…

ବୈବାହିକ ବିବାଦ- ମାମଲା ସ୍ଥାନାନ୍ତରକୁ ମନା- ଭର୍ଚ୍ଚୁଆଲରେ ଉଭୟ ପକ୍ଷ ଶୁଣାଣୀରେ ହାଜର ହେବେ

ବୈବାହିକ ବିବାଦ ମାମଲାକୁ ନେଇ ଭର୍ଚ୍ଚୁଆଲରେ ହାଜର ହୋଇ ପକ୍ଷ ରଖ। ଗୋଟିଏ ଅଞ୍ଚଳରୁ ଆଉ ଗୋଟିଏ ଅଞ୍ଚଳକୁ ମାମଲା ଟ୍ରାନ୍ସଫର ପରିବର୍ତ୍ତେ ଟ୍ରାଏଲ କୋର୍ଟରେ ଉଭୟ…

ଯୋଡ଼ା ଲଘୁଚାପ- ଆସୁଛି ବଡ଼ ବର୍ଷା- ବନ୍ୟା ଆଶଙ୍କାର ଆକଳନ

ଦୁଇ ଦୁଇଟି ଲଘୁଚାପ ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷିବ। ଅବପାତ ପ୍ରଭାବରେ ବନ୍ୟାଜନିତ ସୃଷ୍ଟିର ଆଶଙ୍କା ରହିଛି। ଆଜିଠୁ ଉତ୍ତର ଓଡ଼ିଶା। ଆଉ କାଲିଠୁ ପଶ୍ଚିମ ଓଡ଼ିଶାରେ…

ଚାଷ ଜମିର ପାର୍ଟ କିଣାବିକା: ସ୍ପଷ୍ଟ କଲେନି ସରକାର- ଦ୍ୱନ୍ଦ୍ୱରେ ସବରେଜିଷ୍ଟ୍ରାର- ହନ୍ତସନ୍ତ ଜନତା

ମନ୍ତ୍ରୀଙ୍କ ଘୋଷଣା ଗୋଟିଏ ପଟେ। ତ ଅଫିସର ଆଉ ଗୋଟିଏ ବାଟରେ। ନା ସ୍ପଷ୍ଟତା ଅଛି ନା ନିୟମକୁ ସରଳୀକରଣ କରି ଲୋକଙ୍କ କାମ ସହଜ ହୋଇପାରୁଛି।…