ଟାରିଫ ବଢ଼ାଇଲେ ଟ୍ରମ୍ପ- ଋଷ ସହ ଭାରତର ବନ୍ଧୁତା ଭାରି ପଡ଼ିଲା- ଯୁଦ୍ଧବିରତିରେ ଟ୍ରମ୍ପଙ୍କ ଭୂମିକାକୁ ନେଇ ସଂସଦରେ ଝଡ଼
ଅପରେସନ ସିନ୍ଦୂର ରୋକିବାକୁ ଆମେରିକା କୌଣସି ହସ୍ତକ୍ଷେପ କରିନଥିଲା କି ଚାପ ପକାଇନଥିଲା। ସଂସଦରେ ଅପରେସନ ସିନ୍ଦୂରକୁ ନେଇ ମହାବିତର୍କ ବେଳେ ଏକଥା ସ୍ପଷ୍ଟ କରିଥିଲେ ପ୍ରଧାନମନ୍ତ୍ରୀ…
