ରାଗିଂ ଓ ଯୌନଶୋଷଣ ମାମଲା- ପୀଡ଼ିତାଙ୍କ ମୃତ୍ୟୁ ପରେ ପ୍ରଫେସରଙ୍କ ସମେତ ୩ ଛାତ୍ରୀଙ୍କ ନାଁରେ ଏତଲା

ହିମାଚଳପ୍ରଦେଶର ଧର୍ମଶାଳା କଲେଜରେ ଛାତ୍ରୀଙ୍କୁ ରାଗିଂ ମାମଲା। ଜୀବନ ସହ ସଂଘର୍ଷ କରିବା ପରେ ପୀଡ଼ିତା ପଲ୍ଲବୀ ସବୁଦିନ ଲାଗି ଆଖି ବୁଜିଦେଇଛନ୍ତି। ମୃତ୍ୟୁ ପୂର୍ବରୁ ଭିଡ଼ିଓ…

ବିବାହ କରିବାକୁ ମନା କରିବାରୁ ସୁଇସାଇଡ୍- ପ୍ରେମିକକୁ ବାନ୍ଧିଲା ପୁଲିସ

ୟୁପିର ହାତରସରେ ଭିଡ଼ିଓ କରି ସୁଇସାଇଡ କଲେ ଯୁବତୀ। ପ୍ରେମିକଙ୍କ ଚାପରେ ସେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଲେ ବୋଲି କହିଛନ୍ତି ଯୁବତୀ। ସେ କାହାରିକୁ କେବେ…

ଖଣ୍ଡା ବାଣ୍ଟି ବନ୍ଧା ହେଲେ ୧୦ ଯୁବକ

ଖଣ୍ଡା ବାଣ୍ଟି ବନ୍ଧା ହେଲେ। ଘାଜିଆବାଦରେ ହିନ୍ଦୁ ରକ୍ଷା ଦଳ ନାଁରେ କିଛି ଯୁବକ ଖଣ୍ଡା ଓ ଅସ୍ତ୍ରଶସ୍ତ୍ର ବାଣ୍ଟିଥିଲେ। ସାଲିମାର ଗାର୍ଡେନ ଏରିଆରେ ଘରକୁ ଘର…

ହୋଟେଲ ସୁରଜ ଯୁବକଙ୍କ ମୃତ୍ୟୁ ଘଟଣାର ଖୋଲିଲା ଗୁମର

ହୋଟେଲ ସୁରଜ ଯୁବକ ମୃତ୍ୟୁ ଘଟଣାର ଗୁମର ଖୋଲିଲା, ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଲା ପୋଲିସ। ବାଲେଶ୍ବର ସହଦେବଖୁଣ୍ଟା ପୋଲିସ ଷ୍ଟେସନ ରେ ଏକ ସାମ୍ବାଦିକ ସମ୍ମିଳନୀରେ…

ଏଞ୍ଜେଲ ଚକମାଙ୍କ ହତ୍ୟାକାଣ୍ଡକୁ ନେଇ ସବୁଠି ହଇଚଇ

ଚୀନି କହି ଛୁରୀ ଭୁଷିଦେଲେ। ମୁଁ ଭାରତୀୟ। ଯେତେ କହିଲେ ବି ଶୁଣିନଥିଲେ ଦୁର୍ବୁର୍ତ୍ତ। ଡେରାଡୁନରେ ତ୍ରିପୁରାର ଏମବିଏ ଛାତ୍ର ଏଞ୍ଜେଲ ଚକମାଙ୍କ ହତ୍ୟାକାଣ୍ଡକୁ ନେଇ ସବୁଠି…

ଉନ୍ନାଓ ଦୁଷ୍କର୍ମ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ

ଉନ୍ନାଓ ଦୁଷ୍କର୍ମ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ। ବିଜେପିରୁ ବହିଷ୍କୃତ ପୂର୍ବତନ ବିଧାୟକ କୁଲଦୀପ ସିଂ ସେଙ୍ଗାରଙ୍କୁ ସର୍ତ୍ତମୂଳକ ଜାମିନ ଦେଇଥିବା ଦିଲ୍ଲୀ ହାଇକୋର୍ଟଙ୍କ ରାୟ ଉପରେ…

ଉନ୍ନାଓ ଦୁଷ୍କର୍ମ ମାମଲା : କୁଲଦୀପଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ସର୍ତ୍ତମୂଳକ ଜାମିନ- ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କଲା ସିବିଆଇ

ଉନ୍ନାଓ ଦୁଷ୍କର୍ମ ମାମଲାରେ ବହିଷ୍କୃତ ବିଜେପି ନେତା କୁଲଦୀପ ସିଂ ସେଙ୍ଗାରଙ୍କ ଆଜୀବନ କାରାଦଣ୍ଡକୁ ସସପେଣ୍ଡ କରିଛନ୍ତି ଦିଲ୍ଲୀ ହାଇକୋର୍ଟ। ଏହି ରାୟ ବିରୁଦ୍ଧରେ ସୁପ୍ରିମକୋର୍ଟ ଗଲା…

ଦୁଷ୍କର୍ମ ହତ୍ୟା ମାମଲା- ଭିଆଇପିଙ୍କ ସଂପୃକ୍ତି ଓ ରାଜନୀତି

କୁଲଦୀପ ସିଂ ସେଙ୍ଗାରକୁ ଫାଶୀ ଦିଅ। ଉନ୍ନାଓ ଦୁଷ୍କର୍ମ ମାମଲାରେ କୁଲଦୀପଙ୍କ ଆଜୀବନ କାରାଦଣ୍ଡକୁ ସସପେଣ୍ଡ କରି ସର୍ତ୍ତମୂଳକ ଜାମିନ ଦେଇଥିବାରୁ ଦିଲ୍ଲୀ ହାଇକୋର୍ଟ ବାହାରେ ଆନ୍ଦୋଳନ…

ସାମ୍ୱାଦିକ ପଛରେ କାହିଁକି ପଡ଼ିଛି ପୁଲିସ?

ୟୁଟ୍ୟୁବର ତଥା ସାମ୍ୱାଦିକ ସାବୁକୁ ଶଙ୍କରଙ୍କୁ ମାଡ୍ରାସ ହାଇକୋର୍ଟରୁ ବଡ଼ ଆଶ୍ୱସ୍ତି। ଶଙ୍କରଙ୍କୁ ଅନ୍ତରୀଣ ଜାମିନ୍ ପ୍ରଦାନ କରିଛନ୍ତି କୋର୍ଟ। ଏହା ସହ କୋର୍ଟ କହିଛନ୍ତି, ଆଇନକୁ…

ଉନ୍ନାଓ ଦୁଷ୍କର୍ମ ମାମଲା- କୁଲଦୀପଙ୍କୁ ହାଇକୋର୍ଟରୁ ଜାମିନ୍, ହେଲେ ଏବେ ଜେଲରୁ ପାଇବେନି ମୁକ୍ତି

ଉନ୍ନାଓ ଦୁଷ୍କର୍ମ ମାମଲାରେ ବହିଷ୍କୃତ ବିଜେପି ନେତା କୁଲଦୀପ ସିଂ ସେଙ୍ଗାରଙ୍କ ଆଜୀବନ କାରାଦଣ୍ଡକୁ ସସପେଣ୍ଡ କଲେ ଦିଲ୍ଲୀ ହାଇକୋର୍ଟ। ଏହା ସହ ସସର୍ତ୍ତମୂଳକ ଜାମିନ ଦେଇଛନ୍ତି।…

ସହିଦନଗର ଗଣଦୁଷ୍କର୍ମ- ରେଡ଼ ଫ୍ଲାଗ ଅନ୍ତର୍ଭୁକ୍ତ ହେଲା ଗଣଦୁଷ୍କର୍ମ କେସ

ସହିଦନଗର ଗଣଦୁଷ୍କର୍ମ କେସ । ରେଡ଼ ଫ୍ଲାଗ ଅନ୍ତର୍ଭୁକ୍ତ ହେଲା ଗଣଦୁଷ୍କର୍ମ କେସ । କମିଶନରେଟ ପୋଲିସ କୁ ତଦନ୍ତରେ ସହଯୋଗ କରିବ କ୍ରାଇମବ୍ରାଞ୍ଚ । କ୍ରାଇମବ୍ରାଞ୍ଚ…

ବାଂଲାଦେଶରେ ହିନ୍ଦୁ ବ୍ୟକ୍ତିଙ୍କ ହତ୍ୟା ଘଟଣା-୧୦ ଗିରଫ

ବାଂଲାଦେଶରେ ଜଣେ ହିନ୍ଦୁ ବ୍ୟକ୍ତିଙ୍କ ହତ୍ୟା ଘଟଣାରେ ଦଶ ଜଣଙ୍କୁ ଗିରଫ କରାଯାଇଛି । ଅନ୍ତରୀଣ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ୍ ଶନିବାର ଏନେଇ ସୂଚନା…