ଚୀନ କରୋନାଜନିତ ମୃତ୍ୟୁ ତଥ୍ୟ ମାଗିଲା ହୁ

() କୋଭିଡ ସଂକ୍ରମଣର ସବିଶେଷ ତଥ୍ୟ ଦେବାକୁ ଚୀନକୁ ନିର୍ଦ୍ଦେଶ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। ଦେଶରେ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାବେଳେ ପ୍ରକୃତ ତଥ୍ୟ ପ୍ରକାଶ ପାଉନଥିବାରୁ…

ମିଆମାର ନେତ୍ରୀ ସୁଙ୍କ ଜେଲ ମିଆଦ ୩୩ ବର୍ଷକୁ ବୃଦ୍ଧି

ନୂଆଦିଲ୍ଲୀ:  ଶୁକ୍ରବାର ମିଆମାରର ଏକ ମିଲିଟାରୀ କୋର୍ଟ ଦେଶ ଶାସନରୁ ବହିସ୍କୃତ ନେତ୍ରୀ ଆଉଙ୍ଗ ସାନ ସୁ କିଙ୍କୁ ଭ୍ରଷ୍ଟାଚାର ଅଭିଯୋଗରେ ଆଉ ୭ ବର୍ଷ ଜେଲ…

ଆମେରିକା ପରେ ବ୍ରିଟେନ ଲଗାଇବ ଚୀନ ଉପରେ ପ୍ରତିବନ୍ଧକ

ନୂଆଦିଲ୍ଲୀ: ଚୀନରୁ ଆସୁଥିବା ଯାତ୍ରୀଙ୍କ ଉପରେ ୟୁକେ କୋଭିଡ ପ୍ରତିବନ୍ଧକ ଲଗାଇ ପାରେ। ଦ ଟେଲିଗ୍ରାଫ ରିପୋର୍ଟ ମୁତାବକ, ଏହି ପ୍ରତିବନ୍ଧକ ମଧ୍ୟରେ କରୋନା ଭୂତାଣୁର ଟେଷ୍ଟକୁ…

ଭାରତୀୟ କଫ ସିରଫ ଖାଇ ୧୮ ଶିଶୁଙ୍କ ମୃତ୍ୟୁ ପରେ ରାଜନୀତି

ନୂଆଦିଲ୍ଲୀ: ଉଜବେକିସ୍ତାନରେ ଭାରତ ଉତ୍ପାଦିତ କଫ ସିରଫ ବ୍ୟବହାରରେ ୧୮ ପିଲାଙ୍କ ମୃତ୍ୟୁ ପରେ ତେଜିଛି ରାଜନୀତି। ଗୁରୁବାର କଂଗ୍ରେସ ପକ୍ଷରୁ ଭାରତକୁ ବିଶ୍ବ ଔଷଧ ବିପଣନ…

ଭାରତୀୟ ନାଗରିକଙ୍କୁ ନେପାଳରେ ହତ୍ୟା

କାଠମାଣ୍ଡୁ: ଜଣେ ଭାରତୀୟଙ୍କୁ ନେପାଳର ଦକ୍ଷିଣାଞ୍ଚଳରେ ୫ଅଜ୍ଞାତ ଲୋକଙ୍କ ଦ୍ବାରା ଗୁଳିକରି ହତ୍ୟା କରାଯାଇଛି। ଏନେଇ ଶନିବାର ସୂଚନା ଦେଇଛି ନେପାଳ ପୁଲିସ। ମୃତକଙ୍କ ନାମ ଶିବ…

ନ୍ୟୁୟର୍କରେ ପ୍ରକୃତିର କୋପ

ନ୍ୟୁୟର୍କ: ନ୍ୟୁୟର୍କରେ ପ୍ରକୃତିର କୋପ। -45ଡିଗ୍ରୀ ଖସିଲା ପାରଦ । ଜରୁରୀ କାଳିନ ପରିସ୍ଥିତି ଘୋଷଣା କଲେ ସରକାର। ଆମେରିକାର ପଶ୍ଚିମ ରାଜ୍ୟ ମେଁଟାନାରେ ଶୁକ୍ରବାର ତାପମାତ୍ରା…

ଜରାଶ୍ରମରେ ନିଆଁ ଲାଗି ୨୦ ମୃତ

ମସ୍କୋ: ଋଷର କେମେରୋଭା ସହରରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଭୟଙ୍କର ଅଗ୍ନିକାଣ୍ଡରେ ୨୦ ଜଣଙ୍କ ମୃତ୍ୟୁ ହୋଇଛି। ଅଗ୍ନିକାଣ୍ଡ ସେଠାରେ ଥିବା ଏକ ଜରାଶ୍ରମରେ ହୋଇଥିଲା।…

ମାଲେ ଭାରତୀୟ ଦୂତାବାସ ଉପରେ ଆକ୍ରମଣ ଧମକ

ମାଲେ: ମାଲଦୀପରେ ଅବସ୍ଥାପିତ ଭାରତୀୟ ଦୂତାବାସକୁ ନିଆଁ ଲଗାଇ ଦେବାକୁ ଓ ତା ଉପରେ ଆକ୍ରମଣ ଆହ୍ବାନକୁ ନିନ୍ଦା କରିଛି ମାଲଦୀପ ସରକାର। ଏହି ଘଟଣାକୁ ଗୁରୁତ୍ବର…

୧୯ ବର୍ଷର କାରାଦଣ୍ଡ ପରେ ମୁକ୍ତ ବିକିନି କିଲର

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ସିରିଏଲ କିଲର ଚାର୍ଲ୍ସ ସୋଭରାଜକୁ ୧୯ ବର୍ଷ ପରେ ଜେଲର କାଳ କୋଠରୀରୁ ମିଳିଛି ମୁକ୍ତି। ବୁଧବାର ନେପାଳ ସୁପ୍ରିମ କୋର୍ଟ ଚାର୍ଲ୍ସଙ୍କୁ…