ମୋଦି- ନେତାନ୍ୟାହୁଙ୍କ ଫଟୋ ବନ୍ଧୁତ୍ବର ପ୍ରତୀକ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସତ୍ତାକୁ ଆସିବା ପରେ ଇସ୍ରାଏଲ ସହ ଭାରତର ସମ୍ପର୍କ ଆହୁରି ମଜବୁତ ହୋଇଛି। ଭାରତ ଓ ଇସ୍ରାଏଲ ମଧ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ…

ଗୃହବନ୍ଦୀ ଜିନପିଙ୍ଗ, ସେନା କବଳରେ ରାଜଧାନୀ

ବେଜିଂ: ଚୀନରେ ଦେଖା ଦେଇଛି ରାଜନୈତିକ ଅସ୍ଥିରତା। ରାଷ୍ଟ୍ରପତି ସି ଜିନପିଙ୍ଗ ଏବେ ଗୃହବନ୍ଦୀ। ରାଜଧାନୀ ବେଜିଂ ସମ୍ପୂର୍ଣ୍ଣ ରୂପେ ସେନା ନିୟନ୍ତ୍ରଣରେ ରହିଛି ଓ ବେଜିଂର…

କାନାଡା ଯାଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଟ୍ରାଭେଲ ଆଡଭାଇଜରି

ନୂଆଦିଲ୍ଲୀ: କାନାଡା ଯାଉଥିବା ଭାରତୀୟ ଛାତ୍ରଛାତ୍ରୀଙ୍କ ପାଇଁ ସ୍ବତନ୍ତ୍ର ଟ୍ରାଭେଲ ଆଡଭାଇଜରୀ ଜାରି କରିଛନ୍ତି ଭାରତ ସରକାର। କାନାଡାରେ ଭାରତ ବିରୋଧୀ ଗତିବିଧି ବୃଦ୍ଧି ପାଇବାକୁ ନେଇ…

ଚୀନ ମୁହଁରେ ଭାରତର ପ୍ରଶଂସା

ନୂଆଦିଲ୍ଲୀ: ଚୀନ ମୁହଁରେ ଭାରତର ପ୍ରଶଂସା। ଅନ୍ତରାଷ୍ଟ୍ରୀୟସ୍ତରରେ ଭାରତର ଆଭିମୁଖ୍ୟକୁ ସ୍ବୀକାର କରିଛି ଚୀନ।  ଅନ୍ତରାଷ୍ଟ୍ରୀୟ ମାମଲାରେ ବ୍ରାଜିଲ, ଭାରତ ଓ ଦକ୍ଷିଣ ଆଫ୍ରିକାର ଅବସ୍ଥିତି ଓ…

ପୁଣି ବିଦେଶରେ ପାକିସ୍ତାନର କାଶ୍ମୀର ରାଗ

ନୂଆଦିଲ୍ଲୀ: ପାକିସ୍ତାନରେ ସ୍ଥିତି ବେହାଲ। ଆର୍ଥିକ ବନ୍ୟା ଓ ଆର୍ଥିକ ଦୁରାବସ୍ଥା ଦେଇ ଦେଶ ଗତିକରୁଛି, କିନ୍ତୁ ସେଠାକାର ନେତାଙ୍କର କାଶ୍ମୀର ମାୟା ତୁଟୁନାହିଁ। ଭୋଟ ରାଜନୀତି…

ପୁତିନଙ୍କ ଘୋଷଣା ପରେ ବାଇଡେନଙ୍କ ଧମକ

ନୂଆଦିଲ୍ଲୀ: ଦୀର୍ଘ ୭ ମାସ ଧରି ୟୁକ୍ରେନ ବିରୋଧରେ ଆକ୍ରମଣ ଚଳାଇଥିବା ରୁଷ ଏବେ ଏହାକୁ ନିର୍ଣ୍ଣାୟକ ସ୍ତରକୁ ନେବାକୁ ଘୋଷଣା କରିଛି। ରୁଷ ରାଷ୍ଟ୍ରପତି ପୁଟିନ…

କାହିଁକି ସମସ୍ତଙ୍କ ମୁହଁରେ ମୋଦିଙ୍କ ପ୍ରଶଂସା?

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ପ୍ରଶଂସାରେ ଶତମୁଖ ଆମେରିକା ରାଷ୍ଟ୍ରପତି ବାଇଡେନ ଓ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ। ୟୁନାଇଟେଡ ଆସେମ୍ୱିଲର ୭୭ ତମ ଅଧିବେସନରେ ମୋଦିଙ୍କୁ ପ୍ରଶଂସା…

ୟୁଏନ ସୁରକ୍ଷା ପରିଷଦରେ ଭାରତକୁ ସାମିଲ କରିବା ଉପରେ ଜୟଶଙ୍କରଙ୍କ ଦୃଢୋକ୍ତି

ନୂଆଦିଲ୍ଲୀ: ଜାତି ସଂଘର ସୁରକ୍ଷା ପରିଷଦରେ ଭାରତକୁ ସ୍ଥାୟୀ ସଦସ୍ୟ କରିବା ଉପରେ ଜୋର ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କାର କହିଛନ୍ତି କି, ଭାରତକୁ…

ପ୍ରତି ୨ ସେକେଣ୍ଡରେ ଜଣଙ୍କର ମୃତ୍ୟୁ ଏନସିଡିରେ ହେଉଛି

ନୂଆଦିଲ୍ଲୀ: ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ପକ୍ଷରୁ ଏକ ବିଚଳିତ କଲାପରି ତଥ୍ୟ ଦିଆଯାଇଛି। ଡବ୍ଲୁଏଚଓ ଅନୁଯାୟୀ ସମ୍ପ୍ରତି ଲୋକଙ୍କ ମଧ୍ୟରେ ହୃଦଘାତ, କର୍କଟ, ମଧୁମେହ, ଶ୍ବାସ…

ଜାପାନରେ ଟାଇଫୁନ ନାନମାଡୋଲ ଲ୍ୟାଣ୍ଡଫଲ: ଲକ୍ଷଲକ୍ଷ ଲୋକ ସ୍ଥାନାନ୍ତର

ଟୋକିଓ: ଟାଇଫୁନ ନାନମାଡୋଲ ଜାପାନର ଦକ୍ଷିଣ ପଶ୍ଚିମ ତଟରେ ଲ୍ୟାଣ୍ଡଫଳ କରିଛି। ନାନମାଡୋଲର ଭୟାବହତାକୁ ନେଇ ପ୍ରଶାସନ ପୂର୍ବରୁ ଉପକୂଳବର୍ତ୍ତୀ ମିଲିୟନ୍ସ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିଛି।…

ତାଇବାନରେ ପ୍ରକୃତି ରଚୁଛି ତାଣ୍ଡବ

ତାଇପି: ତାଇବାନ ଉପରେ ପ୍ରକୃତିର ତାଣ୍ଡବ। ଦେଶରେ ଗତ ୨୪ ଘଣ୍ଟାରେ ୩ ଭୟଙ୍କର ଭୂକମ୍ପ। ତାଇବାନର ଦକ୍ଷିଣ ପୂର୍ବ ଅଞ୍ଚଳ ସ୍ଥିତ ତାଇତୁଙ୍ଗ କାଉଣ୍ଟିରେ ଭୂକମ୍ପର…