ଜୀବିତଙ୍କୁ ମୃତ ଦର୍ଶାଇ ଭତ୍ତାକାଟ- ହିତାଧିକାରୀଙ୍କ ଘରେ ପହଞ୍ଚି ବିଭାଗୀୟ କର୍ମଚାରୀ ଧମକ ଦେଉଥିବା ଅଭିଯୋଗ

ସରକାରୀ କର୍ମଚାରୀଙ୍କ ନାଁ ରେ ସାଙ୍ଘାତିକ ଅଭିଯୋଗ | ଭଣ୍ଡାରିପୋଖରୀ ବ୍ଲକ ତେସିଙ୍ଗା ପଂଚାୟତ ବଡ଼ବନସ୍ତା ଗାଁ ରେ ଗୌରାଙ୍ଗ ସାହୁ ବୟସ ୯୪, ତିନିମାସ ହେବ…

ଭଦ୍ରକ ବିଜେଡିରେ ହଲଚଲ- ପ୍ରଫୁଲ୍ଲଙ୍କ ଭୂମିକା ସନ୍ଦେହରେ- ପଦ୍ମ ଧରିଲେ ଦୁଇ ପୁଅ ଓ ଭଉଣୀ

ଭଦ୍ରକରେ ବିଜେଡି ଗଡ଼ ଭୁଷୁଡ଼ିବାରେ ଲାଗିଛି । ୪ ବ୍ଲକ୍ ଅଧ୍ୟକ୍ଷ ବିଜେଡିକୁ ବାଏ ବାଏ କରିସାରିଲେଣି। ଆଉ ପଦ୍ମ କ୍ୟାମ୍ପକୁ ଡେଇଁଛନ୍ତି। ଆଉ ଏହା ପଛରେ…

ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀ କୁ ଚିହ୍ନଟ ଦାବୀ

ଚିଟ୍ ଫଣ୍ଡ କ୍ଷତିଗ୍ରସ୍ତ ଜାମାକାରୀଙ୍କୁ ଚିହ୍ନଟ ଦାବୀ କରିଛି କ୍ଷତିଗ୍ରସ୍ତ ମିଳିତ ମଞ୍ଚ । ସରକାର ତୁରନ୍ତ ତହସିଲ ଜରିଆରେ ଚିଟ୍ ଫଣ୍ଡରେ କ୍ଷତିଗ୍ରସ୍ତ ଙ୍କୁ ତହସିଲ…

ବିଜେପିରେ ମିଶିଲେ ପୂର୍ବତନ ସାଂସଦଙ୍କ ପ୍ରତିନିଧି |

ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ନେତୃତ୍ୱରେ ଆଜି ଧାମନଗର NAC ବିଜେପି ପକ୍ଷରୁ କାଙ୍କରା ସ୍କୁଲ ପଡ଼ିଆରେ ବିଶାଳ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି। ଉତ୍ସାହପୂର୍ଣ୍ଣ ପରିବେଶରେ ଆୟୋଜିତ…

ଓଡ଼ିଶାରେ ବିଜେପିର ଅପରେସନ ଲୋଟସ

ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଦେଲେ ବଡ ସୂଚନା। ବିଜେପି ହେଉଛି ସମୁଦ୍ର, ନଦୀ ଆସି ସମୁଦ୍ରରେ ମିଶିବେ। ଭଦ୍ରକ, ଭଣ୍ଡାରୀପୋଖରୀ ବ୍ଲକ ଅଧ୍ୟକ୍ଷା ଏବଂ…

ଅପହରଣର ୬ଦିନ- ନାଳରେ ନାବାଳିକାଙ୍କ ମୃତଦେହ

ଗାଁ ଦାଣ୍ଡରେ ଘର ସାମ୍ନାରେ ଛିଡ଼ା ହୋଇଥିଲା ବେଳେ ୯ ବର୍ଷର ନାବାଳିକାକୁ ମୋଟର ସାଇକେଲରେ ଟେକିନେଇଥିଲେ ଦୁଇ ଦୁର୍ବୃତ୍ତ। ବାସୁଦେବପୁର ପୌରପାଳିକା ୧ ନମ୍ୱର ଓ୍ୱାର୍ଡରେ…

ଭଦ୍ରକରେ କୋଇଲା ମାଫିଆଙ୍କ ଆତଙ୍କରାଜ

ଭଦ୍ରକରେ ଆତଙ୍କରାଜ କରୁଛନ୍ତି କୋଇଲା ମାଫିଆ।  ପୋଲିସ କୁ ବଟି ଦେଇ ସାମ୍ରାଜ୍ୟ ବିସ୍ତାର କରିଛନ୍ତି କୋଇଲା ମାଫିଆମାନେ। ତାହାର ଏକ ନଗ୍ନ ଉଦାହରଣ ଦେଖିବକୁ ମିଳିଛି,…

ଯୋଗାଣ ଅଧିକାରୀ କାର୍ଯ୍ୟାଳୟ ପାଲଟିଛି ଜନ ସମୁଦ୍ର

ଭଣ୍ଡାରିପୋଖରୀ ଯୋଗାଣ ଅଧିକାରୀ କାର୍ଯ୍ୟାଳୟ ପାଲଟିଛି ଜନ ସମୁଦ୍ର | ନୂତନ ରେସନ କାର୍ଡରେ EKYC ଓ କାର୍ଡରେ ନୂତନ ନା ସଂଯୋଗ କରିବା ଭଳି ବିଭିନ୍ନ ସମସ୍ୟାକୁ…

ମନେ ପଡ଼ନ୍ତି ବାବୁଜୀ..

ସେ ଆଉ ଇହଧାମରେ ନାହାନ୍ତି ସତ। କିନ୍ତୁ ତାଙ୍କର ଉପସ୍ଥିତି ସବୁବେଳେ ବାରି ହୋଇପଡ଼ୁଛି। ଖଟିଖିଆ ମେହନତୀ ମଣିଷର ସେ ଥିଲେ ଦରଦୀ ବନ୍ଧୁ। ସେମାନଙ୍କ ହକ୍…

ମନ୍ଦିରରୁ ସ୍ଵର୍ଣ୍ଣ ଅଳଙ୍କାର ଲୁଟି ନେଲେ ଦୃର୍ବୁତ୍ତ

ଭଦ୍ରକ ଧୁସୁରୀ ଥାନା ଅସୁରାଳି ଅଞ୍ଚଳରେ ଥିବା ପ୍ରସିଦ୍ଧ ମା ବରୁଣେଇଙ୍କ ମନ୍ଦିରରୁ ଗତକାଲି ବିଳମ୍ବିତ ରାତିରେ  କିଛି ଦୃର୍ବୁତ୍ତମାନେ ମନ୍ଦିର ଫାଟକ ଭାଙ୍ଗି ମା ଙ୍କ…

ଶ୍ରୀରାମ ନବମୀ ମହୋତ୍ସବ,ସମିତି ପକ୍ଷରୁ ବ୍ୟାପକ ପ୍ରସ୍ତୁତି

ପବିତ୍ର ଶ୍ରୀରାମ ନବମୀ ମହୋତ୍ସବକୁ ଭଦ୍ରକରେ ଶାନ୍ତି ଶୃଙ୍ଖଳାର ପାଳନ କରିବା ପାଇଁ ଭଦ୍ରକ ଜିଲ୍ଲା ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ତେବେ…