ଗାନ୍ଧୀ ବାଳାଶ୍ରମରେ ହରିଜନ ପଦଯାତ୍ରା ସ୍ମାରକୀ ଉତ୍ସବ ପାଳନ

ଭଦ୍ରକ : ଐତିହାସିକ ଗାନ୍ଧୀ ଓଡ଼ିଶା ବାଳାଶ୍ରମ ପରିସରରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୯୩୪ ମସିହା ହରିଜନ ପଦଯାତ୍ରାର ସ୍ମାରକୀ ଦିବସ ନିରାଡ଼ମ୍ବର ଭାବରେ ପାଳିତ…

ଜନପ୍ରିୟ କ୍ରିକେଟର୍ ରାଜେଶ୍ କୁମାର ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳି

ଭଦ୍ରକ : ବାହାନଗା ଠାରେ ଚଳିତ ମାସ ୨ ତାରିଖରେ ସଂଘଟିତ ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ରାଜେଶ୍ କୁମାର ବଳଙ୍କ ମୃତ୍ୟୁ ଭଦ୍ରକ ଜିଲ୍ଲା କ୍ରିକେଟ୍ ପାଇଁ…

ଜିଲ୍ଲାର ଚର୍ଚିତ ଗ୍ରାମ ଅଣ୍ଡିଆପାଟ ଘଟଣା, ଗଣଧାରଣା ପରେ ଗା୍ରମ ଦାଣ୍ଡରୁ ଜବରଦଖଲ ଉଚ୍ଛେଦ ପାଇଁ ଜିଲ୍ଲାପାଳଙ୍କ ନିର୍ଦେଶ

ଭଦ୍ରକ : ଚାନ୍ଦବାଲି ତହସିଲଦାରଙ୍କ ଅବିଚାରମୂଳକ ପ୍ରଶାସନିକ କାର୍ଯ୍ୟକଳାପର ପ୍ରତିବାଦରେ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ସମାଜିକ କର୍ମୀ ଲକ୍ଷ୍ମୀଧର ବିଶ୍ବାଳ ଏବଂ ତାଙ୍କ ପରିବାରର ସଦସ୍ୟସଦସ୍ୟାଙ୍କ…

ଜାତୀୟସ୍ତର ଦୌଡ଼ ପ୍ରତିେଯାଗିତାରେ ଭଦ୍ରକର ଗୌରବ, ଚାନ୍ଦବାଲିର ୩ ଧାବକଙ୍କୁ ଅଭିନନ୍ଦନ ଜଣାଇଲେ ଜିଲ୍ଲାପାଳ

ଭଦ୍ରକ : ମଧ୍ୟ ପ୍ରଦେଶର ଗ୍ବାଲିୟର ଠାରେ ଆୟୋଜିତ ଜାତୀୟସ୍ତରର ଦୌଡ଼ ପ୍ରତିେଯାଗିତାରେ ଅଂଶ ଗ୍ରହଣ କରି ଭଦ୍ରକ ଜିଲ୍ଲାର ୩ ଖେଳାଳୀ ଜିଲ୍ଲା ପାଇଁ ଗୌରବ…

ମିଳିତ ଜନଶୁଣାଣିରେ ୧୩୫ ଅଭିଯୋଗ

ଭଦ୍ରକ : ଜିଲ୍ଲାପାଳ ଓ ଏସ୍.ପି.ଙ୍କ ମିଳିତ ଜନ ଶୁଣାଣି ଶିବିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍ଭାବନା ସଭାଗୃହରେ ଆଜି ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ବର…

ପଞ୍ଚାୟତ ସମିତିର ସମିତିସଭ୍ୟମାନଙ୍କ ଅଧିକାରକୁ କ୍ଷୁଣ୍ଣ କରିବାକୁ ଦିଆଯିବ ନାହିଁ, ନ୍ୟାର୍ଯ୍ୟ ଅଧିକାରରୁ ବଞ୍ଚିତ ସମିତିସଭ୍ୟ ଦେଲେ ବିଡିଓଙ୍କୁ ଦାବିପତ୍ର

ଭଦ୍ରକ : ଭଦ୍ରକ ଜିଲା ତିହିଡ଼ି ବ୍ଲକର ନିର୍ବାଚିତ ସମିତିସଭ୍ୟମାନେ ସେମାନଙ୍କ ଅଧିକାରକୁ କ୍ଷୁଣ୍ଣ କରିବାକୁ ଦିଆଯିନାହିଁ । ସେମାନଙ୍କର ନ୍ୟାଯ୍ୟ ଅଧିକାରରୁ ବଞ୍ଚିତ କରାଯାଉଛି ।…

ଭଦ୍ରକ ଜିଲ୍ଲା ଚିକିତ୍ସାଳୟ ପରିସରରେ କଂଗ୍ରେସର ଉଚ୍ଚ ସ୍ତରୀୟ ପ୍ରତିନିଧି ମଣ୍ଡଳ, ବାହାନଗା ରେଳ ଦୁର୍ଘଟଣା ପୀଡ଼ିତଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଲେ

ଭଦ୍ରକ : ବାହାନଗା ରେଳ ଟ୍ରାଜେଡିକୁ ନେଇ ଉଭୟ କେନ୍ଦ୍ରରେ ଶାସନ କ୍ଷମତାରେ ଥିବା ବିଜେପି ଓ ରାଜ୍ୟ ଶାସନରେ ଥିବା ବିଜେଡି ରାଜନିତୀ କରୁଛନ୍ତି ।…

ରେଳ ଦୁର୍ଘଟଣାରେ ଆହତଙ୍କୁ ଜୀବନ ବୀମା ନିଗମ ପକ୍ଷରୁ ଖାଦ୍ୟ ବଣ୍ଟନ

ଭଦ୍ରକ : ବାହାନଗା ଠାରେ ରେଳ ଦୁର୍ଘଟଣାରେ ଆହତ ହୋଇ ଚିକିତ୍ସା ପାଇଁ ଭଦ୍ରକ ମେଡ଼ିକାଲରେ ଭର୍ତି ହୋଇଥିବା ୪୦ରୁ ଉର୍ଦ୍ଧ୍ୱ ଆହତଙ୍କୁ ଭଦ୍ରକ ଜୀବନ ବୀମା…

ରେଳ ଦୁର୍ଘଟଣା ଆହତଙ୍କ ପାଇଁ ୧୦ ୟୁନିଟ ରକ୍ତଦାନ କଲେ ବାରିକପୁର ଡିଗ୍ରୀ ଏନଏସଏସ

ଭଦ୍ରକ : ଭଦ୍ରକ ସଦର ମହକୁମା ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ବାହାନଗା ରେଳ ଦୁର୍ଘଟଣାର ଆହତମାନଙ୍କ ରକ୍ତ ଆବଶ୍ୟକତା ପୂରଣ ପାଇଁ ବାରିକପୁର ଡିଗ୍ରୀ ମହାବିଦ୍ୟାଳୟ ଜାତୀୟ…

ରେଳ ଦୁର୍ଘଟଣାରେ ଆହତ ୩୫ ଜଣ ଏବେ ଭଦ୍ରକ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି

ଭଦ୍ରକ : ବାହାନଗା ରେଳ ଦୁର୍ଘଟଣାରେ ଏବେ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ୩୫ ଜଣ ଚିକିତ୍ସାଧୀନ ଅଛନ୍ତି । ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ପ୍ରତ୍ୟକ୍ଷ…

ଭଦ୍ରକରେ କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବଡ ବଡ ଗଛ, ଉପୁଡିଲା ବିୁଦ୍ୟତ୍ ଖୁଂଟ

ଭଦ୍ରକ : ଗତକାଲି ଭଦ୍ରକ ସହରରେ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍ ସମୟରେ କାଳବୈଶାଳୀ ତାର ତାଣ୍ଡବ ଦେଖାଇଥିଲା । ହାଲ୍କା ବର୍ଷା ସାଙ୍ଗକୁ ଘଡଘଡି ଓ…