ବହୁ ଚର୍ଚ୍ଚିତ ବିଭୁ ସାହୁ ଅପହରଣ ଓ ହତ୍ୟା ଘଟଣାର ପର୍ଦ୍ଦାଫାଶ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଅଞ୍ଚଳର ଏକ ଅପହରଣ ଓ ହତ୍ୟା ଘଟଣାରେ ମାର୍ଶାଘାଇ ପୋଲିସ ପର୍ଦ୍ଦାଫାର୍ସ କରିଥିବା ଜଣାପଡିଛି । ଚଳିତ ବର୍ଷ…

ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଲେବୁଲ -୩ ପ୍ରଧାନ ଶିକ୍ଷକଙ୍କ ପଦୋନ୍ନତି ରେ ଅନିୟମିତତା ଅଭିଯୋଗ

କେନ୍ଦ୍ରାପଡା : କେନ୍ଦ୍ରାପଡା ବ୍ଲକ ଶିକ୍ଷା ଅଧିକାରୀଙ୍କ ଦ୍ୱାରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଲେବୁଲ -୩ ପ୍ରଧାନ ଶିକ୍ଷକଙ୍କ ପଦୋନ୍ନତି ରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ…

ଲଗାଣ ବର୍ଷା-ଚାଷୀଙ୍କ ପାଇଁ ଆନନ୍ଦ, ପୈାରବାସୀଙ୍କ ପାଇଁ ଦୁର୍ଦ୍ଦଶା

କେନ୍ଦ୍ରାପଡା : କେନ୍ଦ୍ରାପଡାରେ ବିଳମ୍ବିତ ରାତିରୁ ଲଗାଣ ବର୍ଷା ଆରମ୍ଭ ହୋଇ ଥିବାରୁ ସ୍ଥାନୀୟ କେନ୍ଦ୍ରାପଡା ପୋରାଞ୍ଚଳ ର ବିଭିନ୍ନ ୱାର୍ଡ ବାସିନ୍ଦା ମାନେ ବର୍ଷାଜଳ ନିଷ୍କାସନ…

ସ୍ଥାୟୀ ନିଯୁକ୍ତି ନେଇ ଅଙ୍ଗନୱାଡି ସୁପରଭାଇଜରମାନେ ଜୁଲାଇ ୧୭ରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଆନ୍ଦୋଳନକୁ ଓହ୍ଲାଇବେ

କେନ୍ଦ୍ରାପଡ଼ା : ସ୍ଥାୟୀ ନିଯୁକ୍ତି ଦାବିରେ ଅଲ୍ ଓଡିଶା ଠିକା ଅଙ୍ଗନୱାଡି ସୁପରଭାଇଜର ସଂଘ ଡାକରାରେ ଆସନ୍ତା ୧୭ ଜୁଲାଇରୁ ଆନ୍ଦୋଳନକୁ ଓହ୍ଲାଇବେ ବୋଲି କେନ୍ଦ୍ରାପଡା ଜିଲ୍ଲା…

ଡେଙ୍ଗୁ ଓ ମାଲେରିଆ ରୋଗମୁକ୍ତ କେନ୍ଦ୍ରାପଡ଼ା ଆମର ଲକ୍ଷ୍ୟ: ସିଡିଏମ୍‌ଓ

କେନ୍ଦ୍ରାପଡ଼ା : ମୌସୁମୀ ବର୍ଷା କେବଳ ଚାଷ ପାଇଁ ଅନୁକୂଳ ସୁଯୋଗ ସୃଷ୍ଟି କରିନଥାଏ ବରଂ ମଶାର ବଂଶ ବୃଦ୍ଧି ପାଇଁ ସହାୟକ ହୋଇଥାଏ । ତେଣୁ…

ନୂଆ ବସଷ୍ଟାଣ୍ଡ ବାଇପାସ ରାସ୍ତାରୁ ହଟିଲା ୧୦୦ରୁ ଉର୍ଦ୍ଧ୍ୱ ଦୋକାନ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ପୈାରାଞ୍ଚଳର ନୂଆ ବସଷ୍ଟାଣ୍ଡ ଅଞ୍ଚଳରେ ଦୀର୍ଘଦିନରୁ ଥିବା ଶତାଧିକ ଦୋକାନ ଘରକୁ ଆଜି ଖାଲି କରାଯାଇଛି । ଏହି ଦୋକାନ ଘରଗୁଡିକୁ ଖାଲି…

ଗ୍ରାମୀୟ କୃଷି କର୍ମଚାରୀ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

କେନ୍ଦ୍ରାପଡ଼ା : ଓଡିଶା ଗ୍ରାମୀୟ କୃଷି କର୍ମଚାରୀ ସଂଘ କେନ୍ଦ୍ରାପଡା ଜିଲ୍ଲା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ୬ ଦଫା ସମ୍ବଳିତ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳ ନିଲୁ…

ମଞ୍ଜୁର ପଇଥିବା ପ୍ରକଳ୍ପ ବାତିଲକୁ ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ବ୍ଲକ ଅଧିନ ଜମଧର ପଞ୍ଚାୟତ ଜଣ୍ଟିଲୋ ଗ୍ରାମର ଜେନା ସାହିର ଦଳିତ ସାହିର ବାସିନ୍ଦା ମାନେ ମଞ୍ଜୁରୀ ପ୍ରାପ୍ତ ପ୍ରକଳ୍ପ ବାତିଲ ହୋଇ…

କେନ୍ଦ୍ରାପଡାକୁ ମୋ ବସ୍ ସେବା ଯୋଗାଇ ଦେବାକୁ ଦାବି

କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ଜିଲ୍ଲା ସଦର ମହକୁମାକୁ “ମୋ ବସ୍‌” ସେବା ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ ନିକଟରେ…

ଦୋକାନ ଉଚ୍ଛେଦ ନୋଟିସକୁ ବ୍ୟବସାୟୀ ସଂଘର ବିରୋଧ

କେନ୍ଦ୍ରାପଡା : କେନ୍ଦ୍ରାପଡା ପୈାରାଞ୍ଚଳର ନୂଆ ବସଷ୍ଟାଣ୍ଡ ବାଇପାସ ଠାରେ ବର୍ଷ ବର୍ଷ ଧରି କ୍ଷୁଦ୍ର ବ୍ୟବସାୟ କରି ବ୍ୟବସାୟୀ ମାନେ ନିଜ ପରିବାର ପୋଷଣ କରୁଥିବା…

୬୬୨ ବର୍ଗ ଅଧ୍ୟାପକ ଓ କର୍ମଚାରୀ ସଂଘର ବିକ୍ଷୋଭ ଓ ଦାବିପତ୍ର ପ୍ରଦାନ

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ୬୬୨ ବର୍ଗ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ସଂଘର ଜିଲ୍ଲା କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ ସହ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ…

ପୌରାଞ୍ଚଳରେ ବିଜେପିର ମହା ଜନସମ୍ପର୍କ ଅଭିଯାନ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ପୈାରାଞ୍ଚଳ ଅନ୍ତର୍ଗତ ୱାର୍ଡ ନଂ. ୭ରେ ବିଜେପିର ମହା ଜନ ସମ୍ପର୍କ ଅଭିଯାନ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶାସନର…