ଦୁର୍ଘଟଣାରେ ୧୧ରୁ ଅଧିକ ଗୋରୁଙ୍କ ମୁତ୍ୟୁ, ୫ରୁ ଅଧିକ ଗୋରୁ ଗୁରୁତର

ଖୋର୍ଦ୍ଧା :୧୬ ନମ୍ବର ଜାତୀୟ ରାଜପଥ ଟାଙ୍ଗୀ ବ୍ରାହ୍ମଣ୍ଡି ନିକଟରେ ଦୁର୍ଘଟଣା ଘଟି ୧୧ରୁ ଅଧିକ ଗୋରୁଙ୍କର ମୁତ୍ୟୁ ଘଟିଛି । ୫ରୁ ଅଧିକ ଗୋରୁ ଗୁରୁତର…

ଉଚିତ୍ ପଦକ୍ଷେପ ନେଲେ ଜିଲ୍ଲାପରିଷଦ ସଭ୍ୟା

ମାଲକାନଗିରି : ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀ ମାଥିଲି ବ୍ଲକ ଅନ୍ତର୍ଗତ ସାଲିମି ପଞ୍ଚାୟତ ହଳ ଦିକୁଣ୍ଡ ଗ୍ରାମ ଅଙ୍ଗନ ୱାଡ଼ି କେନ୍ଦ୍ର ପରିସରରେ ପ୍ରବଳ ବର୍ଷା ହେବାରୁ…

ମଟର ଯାନ ଚଳାଇବା ସମୟରେ ଆବଶ୍ୟକ ନିୟମ ମାନିବା ନିମନ୍ତେ ବ୍ୟାପକ ସଚେତନ ଆବଶ୍ୟକ ସମ୍ବନ୍ଧେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଦାବୀ ପ୍ରଦାନ

ମାଲକାନଗିରି : ଗତ ଦିନମାନଙ୍କରେ ମଟର ସାଇକଲ ଦୂର୍ଘଟଣା ମାଲକାନଗିରି ଜିଲ୍ଲାରେ ଅନେକ ମାତ୍ରାରେ ବୃଦ୍ଧି ହେବାରେ ଲାଗିଛି । ଅନେକ ମଟରଯାନ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ୍…

କୁମ୍ଭୀର ଆକ୍ରମଣରେ ଯୁବକ ଗୁରୁତର

ଗଞ୍ଜାମ : ଦିଗପହଣ୍ଡି ନିକଟସ୍ଥ ଘୋଡ଼ାହାଡ଼ ଡ୍ୟାମ୍ ଖମାରୀଗାଁ ନିକଟ ସାଗରପଲ୍ଲୀ ନାଳରେ ଗାଧୋଇବା ସମୟରେ ଟୁକୁନା ବେହେରା ନାମକ ଜଣେ ଯୁବକ କୁମ୍ଭୀର ଆକ୍ରମଣରେ ଗୁରୁତର…

ଅଲ୍ ଓଡ଼ିଶା ପେନସନ ସଂଘ ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ଗଞ୍ଜାମ : ଅଲ୍ ଓଡ଼ିଶା ପେନସନ ସଂଘର ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ପୁରୁଣା ପେନସନ ବ୍ୟବସ୍ଥା ପ୍ରଚଳନ କରିବାକୁ ଏକ ଦାବିପତ୍ର ଦକ୍ଷିଣାଞ୍ଚଳ ଆରଡିସିଙ୍କ ଜରିଆରେ…

୫୫ ନମ୍ବର ଜାତୀୟ ରାଜପଥ ପ୍ରକଳ୍ପ; ଲୋକସଭାରେ ଉତ୍ତର ରଖିଲେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ

ଢେଙ୍କାନାଳ ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥ ପ୍ରକଳ୍ପ କାମ ବିଳମ୍ବକୁ ନେଇ ଲୋକସଭାରେ ଉତ୍ତର ରଖିଲେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ | ଢେଙ୍କାନାଳ…

ଡ୍ରାଇଭର ନଥାଇ ମାଡିଗଲା ଗାଡି, ୬ ଆହତ

ନୀଳଗିରିରେ ଡ୍ରାଇଭରଙ୍କ ଅନୁପସ୍ଥିତିରେ ଏକ ଯାତ୍ରୀବାହୀ ଗାଡିରେ ଏକ ନାବାଳକ ଗାଡି ଚାବି ମୋଡି ଦେବାରୁ ଏଭଳି ଅଘଟଣ ଘଟିଛି । ଫଳରେ ଗାଡିଟି ଷ୍ଟାର୍ଟ ହୋଇ…

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ୮ଟି ନୂଆ ଗ୍ରୀଡ ସବ୍‌ଷ୍ଟେସନ ଲୋକାର୍ପିତ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ସନ୍ଧ୍ୟାରେ ରାଜ୍ୟର ୮ଟି ଜିଲ୍ଲାରେ ୮ଟି ଏକ୍ସ୍ରା ହାଇ ଭୋଲଟେଜ୍ ଗ୍ରୀଡ୍ ସବଷ୍ଟେସନ୍ ଲୋକାର୍ପିତ କରିଛନ୍ତି । ଏହିସବୁ…

ଶିଖରଚଣ୍ଡୀ ପାହାଡ଼ରେ ସମୂହ ବୃକ୍ଷରୋପଣ ଓ ସହୀଦ ସ୍ମୃତିସ୍ତମ୍ଭ ଶିଳାନ୍ୟାସ ୨୨ରେ

ଭୁବନେଶ୍ୱର : ମା’ ଶିଖରଚଣ୍ଡୀ ଆଂଚଳିକ ସୁରକ୍ଷା ସମିତି ପକ୍ଷରୁ ବୁଧବାର ଶିଖରଚଣ୍ଡୀଙ୍କ ପୀଠରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି ମା’ ଶିଖରଚଣ୍ଡୀ ଆଞ୍ଚଳିକ…

ପ୍ଲାଟଫର୍ମର ସାଧାରଣ ଦ୍ୱିତୀୟ ଶ୍ରେଣୀ କୋଚ ନିକଟରେ ମିଳିବ ସ୍ୱଳ୍ପ ମୂଲ୍ୟର ଭୋଜନ

ଭୁବନେଶ୍ୱର : ସାଧାରଣ ଦ୍ୱିତୀୟ ଶ୍ରେଣୀରେ ଯାତ୍ରା କରୁଥିବା ଯାତ୍ରୀ ମାନଙ୍କ ପାଇଁ ଖୁଶି ଖବର ଆଣିଛି ରେଳ ମନ୍ତ୍ରଣାଳୟ । ସାଧାରଣ ଦ୍ୱିତୀୟ ଶ୍ରେଣୀ କୋଚ୍…