ଲଗାଣ ବର୍ଷା ପରେ ମହାନଦୀ ଅବବାହିକାରେ ବନ୍ୟା ପରିସ୍ଥିତି

Spread the love

ଭୁବନେଶ୍ଵର : ଲଗାଣ ବର୍ଷା ପରେ ମହାନଦୀ ଅବବାହିକାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । କଟକ ଜିଲ୍ଲାର ବାଙ୍କୀ, ଆଠଗଡ଼ ଅଞ୍ଚଳରେ ପଶିଛି ବନ୍ୟାପାଣି । ଫଳରେ କେତେକ ଅଞ୍ଚଳ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି ।

ସେହିପରି ନୟାଗଡ଼, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ପୁରୀ ଜିଲ୍ଲାର ଅନେକ ଅଂଚଳ ପାଣିଘେରରେ ରହିଛି । ଫଳରେ ଏସବୁ ଅଞ୍ଚଳରେ ଲୋକଙ୍କ ସାଧାରଣ ଜୀବନ ଯାତ୍ରା ବ୍ୟାହତ ହୋଇଛି ।

Leave a Reply

Your email address will not be published. Required fields are marked *